ମାଲକାନଗିରି: ଗୋବିନ୍ଦପାଲ୍ଲୀ ପଞ୍ଚାୟତ ଗଜିଇାଗୁଡ଼ା ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ୩ କି.ମି. ବାଟ ଖଟିଆରେ ବୁହାହୋଇ ମେଡିକାଲ୍ ଗଲେ ରୋଗୀ, ଗାଁକୁ ରାସ୍ତା ନ ଥିବାରୁ ଯାଇ ପାରିଲାନି ଆମ୍ବୁଲାନ୍ସ