ମୁମ୍ୱାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ: କୁନ୍ଦୁଲି ଘଟଣାକୁ ନେଇ ୱାଇ.ବି. ଚୌହ୍ୱାନ ଅଡିଟୋରିୟମ ସମ୍ମୁଖରେ ପ୍ରବାସୀ ଓଡ଼ିଆଙ୍କ ବିକ୍ଷୋଭ, ୧୫ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୋଲିସ ଉଠାଇ ନେଲା