ନବରଙ୍ଗପୁର: ପାପଡ଼ାହାଣ୍ଡି କଡ଼ରାସାହିରେ ୨୦ ପିଲାଙ୍କୁ ଚେଙ୍କ ଘଟଣା; ଚିକିତ୍ସା ପାଇଁ ଗାଁରେ ପହଞ୍ଚିଲେ ୨ ଜଣିଆ ଡାକ୍ତରୀ ଦଳ, ଧର୍ମୀୟ ବିଶ୍ୱାସରୁ ନିଜ ପିଲାଙ୍କୁ ପରିବାର ଲୋକେ ଚେଙ୍କ ଦେଇଥିବା ଅଭିଯୋଗ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।