ନାରାୟଣପାଟଣା ତହସିଲ୍ କାର୍ଯ୍ୟାଳୟରେ ମାଓ ବିରୋଧୀ ପୋଷ୍ଟର: ମାଓବାଦୀ ନାରାୟଣପାଟଣା ଓ ବନ୍ଧୁଗାଁ ଛାଡ଼ି ଚାଲିଯିବାକୁ ଆହ୍ୱାନ, ହିଂସାମୁକ୍ତ ଓଡ଼ିଶା ଅଭିଯାନ ନାଁରେ ଲାଗିଛି ପୋଷ୍ଟର