ନୟାଗଡ଼: ଖଣ୍ଡପଡ଼ାର ବାଣପୁର ଢ଼ାବା ନିକଟରେ ବୋମାମାଡ଼ କରି ୨ ଜଣ ଛେଳି ବେପାରୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ; ବେପାରୀ ଗୁରୁତର, ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି, ଛେଳି କିଣିବାକୁ ଭୁବନେଶ୍ୱରରୁ ଗଣିଆ ହାଟକୁ ଯାଉଥିଲେ