ପାରାଦୀପ: ରୁବେଲା ଟୀକା ନେଇ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; କୁଜଙ୍ଗ ବ୍ଲକ ଓକଲା ଗୋପିନାଥ ଜୀଉ ପ୍ରାଥମିକ ବିଦ୍ୟାଳୟର ଛାତ୍ର, ଗତ ୩ ତାରିଖରେ ଟୀକା ନେବା ପରେ ଅସୁସ୍ଥ ହୋଇଥିଲେ, SCBରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି, କ୍ଷତିପୂରଣ ଦାବିରେ ସ୍କୁଲ ଆଗରେ ମୃତଦେହ ରଖି ଧାରଣା