ପୁଲିସ୍ ମେଡାଲ ପଦକ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ: ବିଭିନ୍ନ ବର୍ଗରେ ଓଡ଼ିଶାରୁ ୨୯ ପୁଲିସ୍ ପାଇବେ ପଦକ, ୧୧ ଜଣଙ୍କୁ ମିଳିବ ପୁଲିସ୍‌ ଗ୍ୟାଲାଣ୍ଟ୍ରି ମେଡାଲ,୪ ପୁଲିସ୍‌ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ