ପାରିଶ୍ରମିକ ମାଗିବାରୁ କୋ-ଆର୍ଟିଷ୍ଟଙ୍କୁ ‘ଅଜାତଶତ୍ରୁ’ର ପ୍ରଡ୍ୟୁସର ସୋହମ ସିଂହ ମାଡ଼ ମାରିଥିବା ଅଭିଯୋଗ; ଖଣ୍ଡଗିରି ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ