ପୁରୀ: ଚନ୍ଦନପୁର ଥାନା ଜଗନ୍ନାଥବଲ୍ଲଭ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ, ରାସ୍ତା ମଝିରେ ଯୁବକଙ୍କୁ ଖଣ୍ଡାରେ ହାଣିଦେଲେ ୪ ଦୁର୍ବୃତ୍ତ, ମୃତ ଯୁବକ ହରେକୃଷ୍ଣପୁର ଗୋଲାସାହିର ଅର୍ଜୁନ ବରାଳ