ପୁରୀ: ଦିବ୍ୟାଙ୍ଗ ବାପାଙ୍କୁ ପୁଅର ମାଡ଼ ଭିଡିଓ ଭାଇରାଲ ଘଟଣା, ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ନିଜ ଆଡୁ ମାମଲା କଲେ ଉପଜିଲ୍ଲାପାଳ, ଆସନ୍ତା ୮ରେ ମାମଲାର ଶୁଣାଣି ନେଇ ଉଭୟ ପକ୍ଷଙ୍କୁ ନୋଟିସ୍