ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍‌ଙ୍କ ଘରକୁ ଗୋବର ଫିଙ୍ଗା ଘଟଣାରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସା. ସମ୍ପାଦକ ରାକେଶ ଜେନା ଗିରଫ, ଗିରଫଙ୍କ ସଂଖ୍ୟା ୬କୁ ବୃଦ୍ଧି