ବଣାଇ: ଗୁରୁଣ୍ଡିଆ ଥାନା କୁଞ୍ଜର ଗାଁ ପାଖ ଜଙ୍ଗଲରେ ନବ ବିବାହିତାଙ୍କ ମୃତଦେହ ଠାବ, ଶରୀରରେ କ୍ଷତ ଚିହ୍ନ ରହିଛି, ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କଲେ ଭାଇ