ଗ୍ୟାଙ୍ଗଷ୍ଟର ଟିଟୋର ବିଳାସପୂର୍ଣ୍ଣ ଜୀବନ ଫର୍ଦ୍ଦ ଖୋଲୁଛି କ୍ରାଇମବ୍ରାଞ୍ଚ: କୋଟିଏ ଟଙ୍କାର କାର୍ ସନ୍ଧାନ ପରେ ସେ ପିନ୍ଧୁଥିବା ୬ ଲକ୍ଷ ଟଙ୍କାର ଦାମୀ ସୁନାଖଚିତ ଘଣ୍ଟା ମିଳିଲା, ଦାମୀ ଘଣ୍ଟାକୁ ଜବତ କଲା କ୍ରାଇମବ୍ରାଞ୍ଚ STF