ବୈଜୟନ୍ତଙ୍କୁ ବିରୋଧକୁ TMC ରାଜ୍ୟ ମୁଖ୍ୟ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ-ଏହା ବିନାଶ କାଳେ ବିପରୀତ ବୁଦ୍ଧି, ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଅନ୍ତୁ