ବାଜପେୟୀଙ୍କ ପବିତ୍ର ଅସ୍ଥି କଳସ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବ, ବିମାନ ଯୋଗେ ଧରି ଆସିବେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ଅସ୍ଥିକଳସକୁ ସାଧାରଣ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟରେ ରଖାଯିବ, ୨୩ ତାରିଖରେ ମହୋଦଧିରେ ବିସର୍ଜନ ଲାଗି ସକାଳୁ ପୁରୀ ନିଆଯିବ Edited By OdishaReporter Bureau | By Tapas Behera Last updated Aug 21, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।