ଭୁବନେଶ୍ୱର: ଠିକାକାମ କରେଇ ଦେବାକୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପିଏଚ୍‌ଡି ନିର୍ବାହୀ ଯନ୍ତ୍ରୀ ଦାୟାନିଧି ସାମଲ