କଟକ: ଟେଣ୍ଡର ଫିକ୍ସିଂ, ଚିଟ୍‌ଫଣ୍ଡ, ଅପରାଧିକ ଲିଙ୍କ୍ ଅଭିଯୋଗରେ ଦେବାଶିଷ ସାମନ୍ତ ରାୟ ଓ ପ୍ରଭାତ ବିଶ୍ୱାଳଙ୍କ ଗିରଫ ଦାବି କଲେ ବିଜେପିର ଉପସଭାପତି ନୟନ ମହାନ୍ତି