ଜି.ଉଦୟଗିରି: ସବ୍‌ଜେଲ୍‌ରୁ ଦୁଇ ବିଚାରାଧୀନ କଏଦୀ ଫେରାର ଘଟଣାରେ ଜମାଦାର ବାଳକୃଷ୍ଣ ମଲ୍ଲିକ ଓ ୱାର୍ଡର ସୁଶାନ୍ତି ଦେହୁରୀ ନିଲମ୍ବିତ