ହାଇକୋର୍ଟର ଦୁଇ ଅତିରିକ୍ତ ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥ ଓ ଜଷ୍ଟିସ୍‌ ସଙ୍ଗମ କୁମାର ସାହୁ ହେଲେ ସ୍ଥାୟୀ ବିଚାରପତି, ଆସନ୍ତାକାଲି ସ୍ଥାୟୀ ବିଚାରପତି ଭାବେ ଶପଥ ନେବେ