ଲମତାପୁଟ-ଜୟପୁର ରାସ୍ତାର କାଡାମ ନିକଟ ପୋଲ ତଳୁ ୨ଟି ଲ୍ୟାଣ୍ଡମାଇନ୍‌, ୨୨ଟି ଡେଟୋନେଟର ଓ ୧ଟି ଦେଶୀ ବନ୍ଧୁକ ଜବତ