ଓଜେଇଇର ତିନି ବିଭାଗ- BAMS,BHMS ଓ ଫାର୍ମାସୀର ଟପ୍ପର ହରପ୍ରିୟା ନାୟକଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହିତ ଲାପଟପ୍ ପ୍ରଦାନ କଲେ; ତାଙ୍କର ପରବର୍ତ୍ତୀ ଉଚ୍ଚଶିକ୍ଷା ଖର୍ଚ୍ଚ ବହନ କରିବେ ସରକାର