ପାରାଦୀପ: ତାରିଣୀଗଡ଼ା ଗୁଳିକକାଣ୍ଡ ଘଟଣାରେ ମାର୍ଶାଘାଇରୁ ୨ ଜଣ ଓ ତିର୍ତୋଲରୁ ଜଣଙ୍କୁ ଗିରଫ କଲା ପୋଲିସ୍‌; ଗୋଟିଏ ପିସ୍ତଲ, ୩ଟି ଅଫୁଟା ଗୁଳି ଓ ୧୨ ମୋବାଇଲ୍ ଜବତ