ପୁରୀ: ୩ ସହଯୋଗୀଙ୍କ ସହିତ କୁଖ୍ୟାତ ଅପରାଧୀ ସଞ୍ଜୟ ସାମନ୍ତରାୟ ଜଗତସିଂହପୁରରୁ ଗିରଫ,୧ ବୋଲେରୋ, ୫୦୦ଗ୍ରାମ ସୁନା, ୧୨ଗ୍ରାମ ରୂପା ଓ ୧୧ ମୋବାଇଲ୍ ଜବତ