ଜୁନ୍ ୨୪ରେ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପପ୍ଲୋୟୀ ଆସୋସିଏସନ୍ (ଏଆଇବିଇଏ) ଜୁନ୍ ୨୪ରେ ଦେଶ ସାରା ଧର୍ମଘଟ ପାଇଁ ଆହ୍ୱାନ ଦେଇଛି। ରାଜ୍ୟ କ୍ଷେତ୍ରୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏସଏସବିଇଏ)ର ବିଭିନ୍ନ ଦାବିକୁ ସମର୍ଥନ ଜଣାଇ ଏଆଇବିଇଏ ଏଭଳି ନିଷ୍ପତ୍ତି ନେଇଛି। ଏସଏସବିଇଏ ଅଧୀନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ସହଯୋଗୀ ବ୍ୟାଙ୍କ ଯଥା- ଷ୍ଟେଟ୍ ବ୍ୟାଙ୍କ ଅଫ୍ ବିକାନେର ଆଣ୍ଡ ଜୟପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାନକୋର, ଷ୍ଟେଟ୍ ବ୍ୟାଙ୍କ ଅଫ୍ ହାଇଦ୍ରାବାଦ, ଷ୍ଟେଟ୍ ବ୍ୟାଙ୍କ ଅଫ୍ […]

bank

bank

Rakesh Mallick
  • Published: Sunday, 31 May 2015
  • Updated: 31 May 2015, 05:38 AM IST

Sports

Latest News

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପପ୍ଲୋୟୀ ଆସୋସିଏସନ୍ (ଏଆଇବିଇଏ) ଜୁନ୍ ୨୪ରେ ଦେଶ ସାରା ଧର୍ମଘଟ ପାଇଁ ଆହ୍ୱାନ ଦେଇଛି। ରାଜ୍ୟ କ୍ଷେତ୍ରୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏସଏସବିଇଏ)ର ବିଭିନ୍ନ ଦାବିକୁ ସମର୍ଥନ ଜଣାଇ ଏଆଇବିଇଏ ଏଭଳି ନିଷ୍ପତ୍ତି ନେଇଛି।

ଏସଏସବିଇଏ ଅଧୀନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ସହଯୋଗୀ ବ୍ୟାଙ୍କ ଯଥା- ଷ୍ଟେଟ୍ ବ୍ୟାଙ୍କ ଅଫ୍ ବିକାନେର ଆଣ୍ଡ ଜୟପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଟ୍ରାଭାନକୋର, ଷ୍ଟେଟ୍ ବ୍ୟାଙ୍କ ଅଫ୍ ହାଇଦ୍ରାବାଦ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ମହୀଶୁର ଭଳି ବ୍ୟାଙ୍କର  ୟୁନିୟନ ଗୁଡିକ ରହିଛି।

ସେହିପରି ଏହି ବ୍ୟାଙ୍କର ୟୁନିୟନ ଗୁଡିକ ଏଆଇବିଇଏ ସହ ମଧ୍ୟ ଅନୁବନ୍ଧିତ। ଦେଶବ୍ୟାପୀ ଧର୍ମଘଟ ବ୍ୟତୀତ ଏସଏସବିଇଏର ସହଯୋଗୀ ବ୍ୟାଙ୍କ ଗୁଡିକ ସେମାନଙ୍କ ଦାବି ପୂରଣ ପାଇଁ ଜୁନ୍ ୪ରେ ନିଜ ନିଜ ସହରରେ ଧର୍ମଘଟ କରିବାକୁ ମଧ୍ୟ ଆହ୍ୱାନ ଦିଆଯାଇଛି। ଦାବିଗୁଡିକ ମଧ୍ୟରେ ଏସବିଆଇରୁ ସହଯୋଗୀ ବ୍ୟାଙ୍କକୁ ବିଚ୍ଛିନ୍ନ, ଟ୍ରେଡ୍ ୟୁନିୟନର ଅଧିକାର କ୍ଷୂର୍ଣ୍ଣ ନ କରିବା , ସରକାରୀ ନିୟମ ଅନୁସାରେ ଅନୁକମ୍ଫା ନିଯୁକ୍ତି ଯୋଜନା ସମ୍ପ୍ରସାରଣ, ଅଧିକ କର୍ମଚାରୀ ନିଯୁକ୍ତି ଆଦି ଅନ୍ତର୍ଭୁକ୍ତ ବୋଲି ଏଆଇବିଇଏ ସାଧାରଣ ସମ୍ପାଦକ ସିଏଚ୍ ଭେଙ୍କଟଚାଲମ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story