ହଣ୍ଡା 'ଗ୍ରାଜିଆ'ର କ୍ରେଜ୍: ୧୧ ମାସରେ ୨ ଲକ୍ଷ ୟୁନିଟ୍ ବିକ୍ରି

ଗୁରୁଗ୍ରାମ(ଓଡ଼ିଶା ରିପୋର୍ଟର): ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘Honda 2Wheelers India’ ସ୍କୁଟରାଇଜେଶନର କ୍ରେଜ୍‌କୁ ବଢ଼ାଇଚାଲିଛି। ଏବେ ଯୁବପିଢ଼ି ମୋଟରସାଇକେଲ୍ ମୁଁହା ହେଉଥିଲେ ମଧ୍ୟ ସଡ଼କରେ ସ୍କୁଟର ସଂଖ୍ୟା ଅଧିକ। ଏହି ଧାରାରେ ୨୦୧୭ ନଭେମ୍ବରରେ ହଣ୍ଡା ବଜାରକୁ ଆଣିଥିବା ଏହାର ଆକର୍ଷଣୀୟ ସ୍କୁଟର GRAZIAର ଦୁଇ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି ହୋଇଯାଇଛି। ବଜାର ପ୍ରବେଶର ମାତ୍ର ୧୧ ମାସ ମଧ୍ୟରେ ସହରାଞ୍ଚଳରେ ଏହି ସ୍କୁଟରର ବିକ୍ରି ସଂଖ୍ୟା ୨ ଲକ୍ଷ ୟୁନିଟ୍ ଅତିକ୍ରମ […]

222

222

Jagamohan Maharana
  • Published: Thursday, 25 October 2018
  • Updated: 25 October 2018, 06:17 PM IST

ଗୁରୁଗ୍ରାମ(ଓଡ଼ିଶା ରିପୋର୍ଟର): ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘Honda 2Wheelers India’ ସ୍କୁଟରାଇଜେଶନର କ୍ରେଜ୍‌କୁ ବଢ଼ାଇଚାଲିଛି। ଏବେ ଯୁବପିଢ଼ି ମୋଟରସାଇକେଲ୍ ମୁଁହା ହେଉଥିଲେ ମଧ୍ୟ ସଡ଼କରେ ସ୍କୁଟର ସଂଖ୍ୟା ଅଧିକ। ଏହି ଧାରାରେ ୨୦୧୭ ନଭେମ୍ବରରେ ହଣ୍ଡା ବଜାରକୁ ଆଣିଥିବା ଏହାର ଆକର୍ଷଣୀୟ ସ୍କୁଟର GRAZIAର ଦୁଇ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି ହୋଇଯାଇଛି।

ବଜାର ପ୍ରବେଶର ମାତ୍ର ୧୧ ମାସ ମଧ୍ୟରେ ସହରାଞ୍ଚଳରେ ଏହି ସ୍କୁଟରର ବିକ୍ରି ସଂଖ୍ୟା ୨ ଲକ୍ଷ ୟୁନିଟ୍ ଅତିକ୍ରମ କରିଯାଇଛି। ମାତ୍ର ତିନି ମାସ ମଧ୍ୟରେ ଗ୍ରାଜିଆର ବିକ୍ରି  ୫୦ ହଜାର ୟୁନିଟ୍ ଅତିକ୍ରମ କରିଥିବା ବେଳେ ଭାରତର ପ୍ରମୁଖ ୧୦ ସ୍କୁଟର ମଧ୍ୟରେ ସ୍ଥାନ ପାଇଥିଲା।

କେବଳ ଭାରତ ନୁହେଁ, ଦକ୍ଷିଣ ଏସୀୟ ରାଷ୍ଟ୍ର ଏବଂ ଲାଟିନ୍‌ ଆମେରିକାରେ ମଧ୍ୟ ଗ୍ରାଜିଆ ବେଶ୍ ଲୋକାଦୃତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story