ଗୁରୁଗ୍ରାମ(ଓଡ଼ିଶା ରିପୋର୍ଟର): ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ‘Honda 2Wheelers India’ ସ୍କୁଟରାଇଜେଶନର କ୍ରେଜ୍କୁ ବଢ଼ାଇଚାଲିଛି। ଏବେ ଯୁବପିଢ଼ି ମୋଟରସାଇକେଲ୍ ମୁଁହା ହେଉଥିଲେ ମଧ୍ୟ ସଡ଼କରେ ସ୍କୁଟର ସଂଖ୍ୟା ଅଧିକ। ଏହି ଧାରାରେ ୨୦୧୭ ନଭେମ୍ବରରେ ହଣ୍ଡା ବଜାରକୁ ଆଣିଥିବା ଏହାର ଆକର୍ଷଣୀୟ ସ୍କୁଟର GRAZIAର ଦୁଇ ଲକ୍ଷରୁ ଅଧିକ ୟୁନିଟ୍ ବିକ୍ରି ହୋଇଯାଇଛି।
ବଜାର ପ୍ରବେଶର ମାତ୍ର ୧୧ ମାସ ମଧ୍ୟରେ ସହରାଞ୍ଚଳରେ ଏହି ସ୍କୁଟରର ବିକ୍ରି ସଂଖ୍ୟା ୨ ଲକ୍ଷ ୟୁନିଟ୍ ଅତିକ୍ରମ କରିଯାଇଛି। ମାତ୍ର ତିନି ମାସ ମଧ୍ୟରେ ଗ୍ରାଜିଆର ବିକ୍ରି ୫୦ ହଜାର ୟୁନିଟ୍ ଅତିକ୍ରମ କରିଥିବା ବେଳେ ଭାରତର ପ୍ରମୁଖ ୧୦ ସ୍କୁଟର ମଧ୍ୟରେ ସ୍ଥାନ ପାଇଥିଲା।
କେବଳ ଭାରତ ନୁହେଁ, ଦକ୍ଷିଣ ଏସୀୟ ରାଷ୍ଟ୍ର ଏବଂ ଲାଟିନ୍ ଆମେରିକାରେ ମଧ୍ୟ ଗ୍ରାଜିଆ ବେଶ୍ ଲୋକାଦୃତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ରାଜ୍ୟରେ ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି
ସିଙ୍ଗାପୁର କିମ୍ବା ମାଲେସିଆରୁ ସମୁଦ୍ର ତଳେ ଆସିବ ନେଟ୍। ପୁରୀରେ ହେବ ଡାଟା ସେଣ୍ଟର। ଆଇଟି କଂପାନୀରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ମାସିକ ୨୫ ହଜାର ପ୍ରୋତ୍ସାହନ ରାଶି ଦେବେ ସରକାର।

Guest Column
ଅର୍ଥଶାସ୍ତ୍ର ବିଶାରଦ ଓ ସରକାରଙ୍କ ପାଇଁ ଆହ୍ୱାନ
ଅସଲକଥା ହେଉଛି ଭାରତର ରାଜନୈତିକ ଅର୍ଥନୀତି ଯଦି ପୂର୍ବ ଏସିଆ ଓ ଚୀନ୍ର ଅର୍ଥନୀତି ସହିତ ଦେଖାଯାଏ, ତେବେ ଭାରତୀୟ ରାଜନୈତିକ ଅର୍ଥନୀତି କେତେ ଦୁର୍ବଳ ତାହା ପ୍ରମାଣିତ ହେବ।ସେହିସବୁ ଦେଶମାନେ ଲୋକଙ୍କ ଭିତରେ କ୍ରୟଶକ୍ତି ବଢ଼ାଇବା ପାଇଁ ଏପରି ଭାବରେ ଆର୍ଥିକ ବଣ୍ଟନ ବ୍ୟବସ୍ଥା କରିଛନ୍ତି, ଯେଉଁଠାରେ ସେ ଲୋକମାନଙ୍କୁ ସରକାର କ୍ରୟଶକ୍ତି ବୃଦ୍ଧି ନିମନ୍ତେ ମୁକ୍ତ ଦାନ ବ୍ୟବସ୍ଥା କରିବାକୁ ପଡୁନାହିଁ।

Guest Column
ନୂଆ କୃଷି ଆଇନ ଆସିବା ଦରକାର
ମୋଦି ବିରୋଧୀଙ୍କୁ କୃଷି-ଆଇନ ପ୍ରତ୍ୟାହାର ଘୋଷଣା ଏକ ସାମୟିକ ସୁଖଦ ଅନୁଭୁତି ଦେଇଥିଲା – ଏହା ଏକ ସତ୍ୟ। କିନ୍ତୁ ଏହା କ’ଣ ଚାଷୀର ଆର୍ଥିକ ବାସ୍ତବତା, ପ୍ରକୃତ ଚାଷୀର ଉନ୍ନତି, ପରିବର୍ତ୍ତନଶୀଳ ପରିବେଶଗତ ସଙ୍କଟ ମଧ୍ୟରେ କୃଷିକର୍ମ ଏବଂ ରାଷ୍ଟ୍ରହିତରେ ବିଚାରବନ୍ତ ରାଜନୈତିକ ପଦକ୍ଷେପ ଆଧାରରେ କୃଷିନୀତି ପରିବର୍ତ୍ତନ କରି ଭାରତୀୟ କୃଷି ଓ କୃଷକର ମୂଳସମସ୍ୟା ଦୂର କରି ପାରିବ? “ଯେମିତି ଥିଲା, ସେମିତି ଥାଉ – ଇତି ବାଞ୍ଛା ସାହୁ !”ନ୍ୟାୟରେ କୃଷକଙ୍କୁ ନେଇ ରାଜନୀତି କେତେ ଦିନ କରିଚାଲିବା ?

Business
କୁଆଡ଼େ ଗଲା ଜଣକୁ ନିଯୁକ୍ତି ଦେଲେ 10 ହଜାର ଟଙ୍କା?
ଏବେ ନୂଆ ରାଜ୍ୟ ସରକାର ଆଇଟି ପିଲିସି-2025ର ଚିଠା ପ୍ରସ୍ତାବକୁ ସାର୍ବଜନୀନ କରିଛନ୍ତି। ଏଥିରେ ଆଇଟି କମ୍ପାନୀମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଜମି ରେଜିଷ୍ଟ୍ରେସନ ଫି ଛାଡ଼, ପୁଞ୍ଜି ବିନିଯୋଗରେ 20 ପ୍ରତିଶତ ପର୍ଯ୍ୟନ୍ତ ସରକାରୀ ସବସିଡି, ବ୍ୟାଙ୍କ ଋଣ ସୁଧ ଉପରେ ରିହାତି, ବିଦ୍ୟୁତ ଶୁଳ୍କ ଉପରେ ରିହାତି ଭଳି ଅନେକ ପ୍ରୋତ୍ସାହନ କଥା ରଖିଛନ୍ତି।

National
ସରକାରୀ ଇ-ବଜାର ବା ଜିଇଏମ୍ କ’ଣ
ଦେଶର ସାମାଜିକ ବିକାଶ ସହିତ ତାଳଦେଇ ଜିଇଏମ୍ ଷ୍ଟାର୍ଟ ଅପ୍ ଗୁଡ଼ିକୁ ୩୫,୯୫୦ କୋଟି ଟଙ୍କାର ଅର୍ଡର ପୂରଣ କରିବାରେ ସକ୍ଷମ କରିଛି। ଜିଇଏମର ମୋଟ ବିକ୍ରେତା ସଂଖ୍ୟାର ୮% ମହିଳା ଉଦ୍ୟୋଗୀ, ଜିଇଏମ୍ ପୋର୍ଟାଲରେ ପଞ୍ଜୀକୃତ ସମୁଦାୟ ୧,୭୭,୭୮୬ ଜଣ ଉଦ୍ୟମ-ଭେରିଫାଏଡ୍ ମହିଳା ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମ୍ଏସ୍ଇ) ୪୬,୬୧୫ କୋଟି ଟଙ୍କାର ସମୁଦାୟ ଅର୍ଡର ମୂଲ୍ୟ ପୂରଣ କରିଛନ୍ତି।