୨୦୧୪ରେ ସଫ୍ଟଓୟାର ରାଜସ୍ୱ ୮% ବଢ଼ିଛି

ନୂଆଦିଲ୍ଲୀ: ଭାରତରେ ସଫ୍ଟଓୟାର କ୍ଷେତ୍ରରେ ୨୦୧୪ରେ ୪ ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି। ଆଉ ଏହା ୨୦୧୩ ଅପେକ୍ଷା ୮.୩% ଅଧିକ। ୨୦୧୩ରେ ଏହି କ୍ଷେତ୍ରରୁ ୩.୭ ବିଲିୟନ ଡଲାର ରାଜସ୍ୱ  ଆଦାୟ ହୋଇଥିଲା। ଆଇଟି ରିସର୍ଚ୍ଚ ଫାର୍ମ ଗାର୍ଟନର ପକ୍ଷରୁ ଏହା କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ସଫ୍ଟଓୟାର ରାଜସ୍ୱ ଆଦାୟ ଦିଗରେ ମାଇକ୍ରୋସଫ୍ଟ ୧ ନମ୍ବର ସ୍ଥାନରେ ରହିଛି। ବ୍ରିକ୍ସ ରାଷ୍ଟ୍ର ସମୂହ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ […]

it

it

Rakesh Mallick
  • Published: Friday, 22 May 2015
  • Updated: 22 May 2015, 05:32 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ସଫ୍ଟଓୟାର କ୍ଷେତ୍ରରେ ୨୦୧୪ରେ ୪ ବିଲିୟନ ଡଲାର ରାଜସ୍ୱ ଆଦାୟ ହୋଇଛି। ଆଉ ଏହା ୨୦୧୩ ଅପେକ୍ଷା ୮.୩% ଅଧିକ। ୨୦୧୩ରେ ଏହି କ୍ଷେତ୍ରରୁ ୩.୭ ବିଲିୟନ ଡଲାର ରାଜସ୍ୱ  ଆଦାୟ ହୋଇଥିଲା। ଆଇଟି ରିସର୍ଚ୍ଚ ଫାର୍ମ ଗାର୍ଟନର ପକ୍ଷରୁ ଏହା କୁହାଯାଇଛି।

ଏହି ରିପୋର୍ଟ ଅନୁଯାୟୀ, ଭାରତରେ ସଫ୍ଟଓୟାର ରାଜସ୍ୱ ଆଦାୟ ଦିଗରେ ମାଇକ୍ରୋସଫ୍ଟ ୧ ନମ୍ବର ସ୍ଥାନରେ ରହିଛି। ବ୍ରିକ୍ସ ରାଷ୍ଟ୍ର ସମୂହ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ମଧ୍ୟରେ ଭାରତର ସଫ୍ଟଓୟାର କ୍ଷେତ୍ରରେ ଅଭିବୃଦ୍ଧି ହାର ଅଧିକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story