୬୦ଟି ନୂଆ କୋଇଲା ଖଣି ଖୋଳିବେ ମୋଦି ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାରା ଦେଶରେ ୬୦ଟି ନୂଆ କୋଇଲା ଖଣି ଖୋଳିବେ। ବୁଧବାର ଏ ସୂଚନା ଦେଇଛନ୍ତି କୋଇଲା ଓ ବିଦ୍ୟୁତ ମନ୍ତ୍ରୀ ପୀୟୁଷ ଗୋଏଲ। ମୋଦି ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ନିଜ ଅନୁଭୁତି ବଖାଣିବା ଅବସରରେ ସେ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ଆଗାମୀ ଦିନରେ ୬୦ଟି ନୂଆ କୋଇଲା ଖଣି ଖୋଳା ଯିବ।  ଏହି କୋଇଲା ଖଣିଗୁଡ଼ିକ ସଂପର୍କରେ ଏକ ସବିଶେଷ ଅଧ୍ୟୟନ କରାଯାଇଛି। ଏହା ପରେ ଏହି […]

piyushgoyel

piyushgoyel

Rakesh Mallick
  • Published: Wednesday, 27 May 2015
  • Updated: 27 May 2015, 05:03 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାରା ଦେଶରେ ୬୦ଟି ନୂଆ କୋଇଲା ଖଣି ଖୋଳିବେ। ବୁଧବାର ଏ ସୂଚନା ଦେଇଛନ୍ତି କୋଇଲା ଓ ବିଦ୍ୟୁତ ମନ୍ତ୍ରୀ ପୀୟୁଷ ଗୋଏଲ। ମୋଦି ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ନିଜ ଅନୁଭୁତି ବଖାଣିବା ଅବସରରେ ସେ ଏହି ସୂଚନା ଦେଇଥିଲେ।

ସେ କହିଥିଲେ, ଆଗାମୀ ଦିନରେ ୬୦ଟି ନୂଆ କୋଇଲା ଖଣି ଖୋଳା ଯିବ।  ଏହି କୋଇଲା ଖଣିଗୁଡ଼ିକ ସଂପର୍କରେ ଏକ ସବିଶେଷ ଅଧ୍ୟୟନ କରାଯାଇଛି। ଏହା ପରେ ଏହି ନୂଆ ଖଣିଗୁଡ଼ିକ ସଂପର୍କରେ କୋଇଲା ମନ୍ତ୍ରଣାଳୟର ୱେବସାଇଟରେ ମଧ୍ୟ ଛାଡ଼ି ଦିଆଯାଇଛି। ଏହି ଖଣିଗୁଡ଼ିକ ଉପରେ ହୋଇଥିବା ଅଧ୍ୟୟନ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇବା ପାଇଁ ସେଗୁଡ଼ିକୁ ୱେବସାଇଟରେ ଉପଲବ୍ଧ କରାଯାଇଛି।

ମନ୍ତ୍ରୀ ପୀୟୁଷ ଗୋଏଲ କହିଥିଲେ ଯେ ଆଗାମୀ ୫ ବର୍ଷରେ କୋଲ୍ ଇଣ୍ଡିଆର ଉତ୍ପାଦନକୁ ୧୫୦ କୋଟି ଟନ୍ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ଏହି ନୂଆ କୋଇଲା ଖଣିଗୁଡ଼ିକୁ ଖୋଳା ଯିବ। ବର୍ତମାନ କୋଲ ଇଣ୍ଡିଆ ୫୦ କୋଟି ଟନ୍ କୋଇଲା ଉତ୍ପାଦନ କରୁଛି। ଗତ ବର୍ଷ କୋଲ୍ ଇଣ୍ଡିଆର ଉତ୍ପାଦନ ୩.୨ କୋଟି ଟନ୍ ବଢ଼ିଥିଲା। କୋଇଲା ଉତ୍ପାଦନ ବଢ଼ିଥିବା ଯୋଗୁ ବିଦ୍ୟୁତ ଉତ୍ପାଦନରେ ବି ୧୨% ବୃଦ୍ଧି ଘଟିଛି।

ସେ ଆହୁରି ମଧ୍ୟ କହିଥିଲେ, ଦେଶର ବିଭିନ୍ନ ଗାଁରେ ପ୍ରାୟ ୨୮ କୋଟି ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ମାଇକ୍ରୋ ଓ ଅଫ୍ ଗ୍ରୀଡ୍ ସମାଧାନ ଉପରେ ବିଚାର କରାଯାଉଛି। ତେବେ ମୋଦି ସରକାରଙ୍କର ଗତ ଏକ ବର୍ଷ ମଧ୍ୟରେ ୧,୫୦୦ ଗାଁକୁ ବିଦ୍ୟୁତ ସୁବିଧା ପହଞ୍ଚା ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story