ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପ୍ରମୁଖ ମୋବାଇଲ୍ ନେଟ୍ୱର୍କ ଅପରେଟର ଜିଓ ଏହାର ପାର୍ବଣ ଅଫର ଘୋଷଣା କରିଛି। ଏହି ଅଫର୍ ଦ୍ୱାରା ଜିଓ ୟୁଜର ୧୪୯ ଟଙ୍କା ଏବଂ ଏହାଠାରୁ ଅଧିକ ମୂଲ୍ୟର ରିଚାର୍ଜରେ ୧୦୦% କ୍ୟାଶ୍ ବ୍ୟାକ୍ ପାଇବେ। ସେହିପରି ଏକ ବର୍ଷିକିଆ ପ୍ଲାନ୍ ମାଧ୍ୟମରେ ୧୬୯୯ ଟଙ୍କା ରିଚାର୍ଜରେ ଦୈନକ ୧.୫ଜିବିର ଡାଟା, ଅନଲିମିଟେଡ୍ ଭଏସ୍ କଲ୍ ଏବଂ ଦିନକୁ ୧୦୦ ଟେକ୍ସଟ୍ ମେସେଜ୍ର ସୁବିଧା ପାଇ ପାରିବେ।
କମ୍ପାନୀ ପ୍ରଦାନ କରୁଥିବା ୧୦୦% କ୍ୟାଶ୍ ବ୍ୟାକ୍ ସୁବିଧା କୁପନ୍ ଆକାରରେ ମିଳିବ। 'ମାଇଁ ଜିଓ' ଆପ୍ର 'ମାଇଁ କୁପନ୍' ସେକ୍ସନରେ ଏହି କ୍ୟାଶ୍ ବ୍ୟାକ୍ ସମ୍ପର୍କିତ ଅଧିକ ସୂଚନା ରହିଛି ବୋଲି କମ୍ପାନୀ ପ୍ରକାଶ କରିଛି। ରିଲାଏନ୍ସ ଡିଜିଟାଲ୍ ବା 'ମାଇଁ ଜିଓ' ଷ୍ଟୋର୍ରୁ ସାମଗ୍ରୀ କିଣିବା ବେଳେ ଏହି କ୍ୟାଶ୍ କୁପନ୍ ବ୍ୟବହାର କରିହେବ ବୋଲି କମ୍ପାନୀ ଜଣାଇଛି।
ଏହି ଫେଷ୍ଟିଭ୍ ଅଫର୍ ନଭେମ୍ବର ୩୦ ପର୍ଯ୍ୟନ୍ତ ରହିଥିବା ବେଳେ କୁପନ୍ର ବୈଧତା ଚଳିତ ବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।