ବଦଳିଲା ରଙ୍ଗ-ଢଙ୍ଗ: ନୂଆ ଅବତାରରେ ଆସିଲା ପଲସ୍‌ର-୧୫୦

ନୂଆଦିଲ୍ଲୀ: ରୂପ ସମାନ। ହେଲେ ରଙ୍ଗ-ଢଙ୍ଗ ବଦଳିଲା। ଏବେ  ନୂଆ ଅବତାରରେ ଆସିଛି ବାଜାଜ୍‌ର ବହୁ ଚର୍ଚ୍ଚିତ ବାଇକ୍‌ ପଲସ୍‌ର-୧୫୦। ବାଜାଜ୍‌ ଅଟୋମୋବାଇଲ୍‌ ପକ୍ଷରୁ କମ୍ପାନୀର ନୂତନ ସଂସ୍କରଣ Bajaj Pulsar 150 “Neon” ଭାରତରେ ଲଞ୍ଚ୍‌ କରାଯାଇଛି। କମ୍ପାନୀ ପକ୍ଷରୁ ଏହାର ଦାମ୍‌ ୬୪,୯୯୮ ଟଙ୍କା  ରଖାଯାଇଛି। ପୁରୁଣା ମଡେଲ ବ୍ଲାକ ଆସୁଥିବା ବେଳେ ନୂଆ ମଡେଲ ବାଇକ୍‌ରେ ଗ୍ରାଫିକ୍ସ ସହ କଳା ରଙ୍ଗର ଛାପ ରହିଛି।  ବାଇକ୍‌ର ରିଅର ଡ୍ରମ୍‌ ବ୍ରେକ୍‌ ଉପଲବ୍ଧ ଥିବା ବେଳେ […]

pulsar_neon22_1543645774_618x347

pulsar_neon22_1543645774_618x347

Tapas Behera
  • Published: Saturday, 01 December 2018
  • Updated: 01 December 2018, 08:33 PM IST

Sports

Latest News

ନୂଆଦିଲ୍ଲୀ: ରୂପ ସମାନ। ହେଲେ ରଙ୍ଗ-ଢଙ୍ଗ ବଦଳିଲା। ଏବେ  ନୂଆ ଅବତାରରେ ଆସିଛି ବାଜାଜ୍‌ର ବହୁ ଚର୍ଚ୍ଚିତ ବାଇକ୍‌ ପଲସ୍‌ର-୧୫୦। ବାଜାଜ୍‌ ଅଟୋମୋବାଇଲ୍‌ ପକ୍ଷରୁ କମ୍ପାନୀର ନୂତନ ସଂସ୍କରଣ Bajaj Pulsar 150 "Neon" ଭାରତରେ ଲଞ୍ଚ୍‌ କରାଯାଇଛି। କମ୍ପାନୀ ପକ୍ଷରୁ ଏହାର ଦାମ୍‌ ୬୪,୯୯୮ ଟଙ୍କା  ରଖାଯାଇଛି। ପୁରୁଣା ମଡେଲ ବ୍ଲାକ ଆସୁଥିବା ବେଳେ ନୂଆ ମଡେଲ ବାଇକ୍‌ରେ ଗ୍ରାଫିକ୍ସ ସହ କଳା ରଙ୍ଗର ଛାପ ରହିଛି।  ବାଇକ୍‌ର ରିଅର ଡ୍ରମ୍‌ ବ୍ରେକ୍‌ ଉପଲବ୍ଧ ଥିବା ବେଳେ ଇଞ୍ଜିନ ୧୫୦ ସିସି ରହିଛି।

ନୂଆ ରୂପରେ ଆସିଥିବା ଏହି ବାଇକ୍‌ଟି  Honda CB Unicorn 150, Hero Achiever 150, Yamaha SZ-RR ଠାରୁ କୌଣସି ଗୁଣରେ କମ୍‌ ନୁହେଁ।  ଗତ ୧୭ ବର୍ଷ ମଧ୍ୟରେ ବାଇକ୍‌ ପଲସ୍‌ର-୧୫୦ଏକ ନମ୍ବର ହୋଇ ଆସିଛି ବୋଲି କମ୍ପାନୀର ସଭାପତି ଏରିକ୍‌ ଭାସ୍‌ କହିଛନ୍ତି।

ଦିଲ୍ଲୀର ଏହି ବାଇକ୍‌ର ଏକ୍ସ-ସୋରୁମ୍‌ ପ୍ରାଇସ୍‌ ୬୪,୯୯୮ ଟଙ୍କା  ରହିଛି। ନୂଆ ଏଡ଼ିସନ୍‌ରେ 149 cc single-cylinder DTS-i engine ଉପଲବ୍ଧ ରହିଛି। ଏଥିରେ 13.8 bhp at 8000 rpm and 13.4 Nm of peak torque at 6000 rpm ଫିଚର ମଧ୍ୟ ରହିଛି।

ଜାଣନ୍ତୁ କେଉଁଠି କେତେ ପ୍ରାଇସ୍‌

Delhi - ₹ 64,998
Mumbai - ₹ 65,446
Pune - ₹ 65,446
Bengaluru - ₹ 66,086
Kolkata - ₹ 66,240
Chennai - ₹ 66,790

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story