ନୂଆଦିଲ୍ଲୀ: ଭାରତୀୟ ବଜାରକୁ ପୁଣି ଫେରିଛି ଜାପାନର ପ୍ରସିଦ୍ଧା କାର୍ ନିର୍ମାତା ହୋଣ୍ଡା କଂପାନୀର ‘ଜାଜ୍’। ଏହା ହେଉଛି ଜାଜର ଥାର୍ଡ ଜେନେରେସନ୍ ଭର୍ସନ। ଏହା ଦାମ୍ ଦିଲ୍ଲୀର ସୋ-ରୁମରେ ୫.୩ ଲକ୍ଷ ଟଙ୍କାରୁ ୮.୫୯ ଲକ୍ଷ ମଧ୍ୟରେ। ପୁଣି ଏହାର ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ୍ ଭର୍ସନ ରହିଛି। ପେଟ୍ରୋଲ କାରଗୁଡ଼ିକର ଦାମ ୫.୩ ଲକ୍ଷ ଟଙ୍କରୁ ୭.୨୯ ଲକ୍ଷ ମଧ୍ୟରେ ହୋଇଥିବା ବେଳେ ଡିଜେଲ୍ କାରଗୁଡ଼ିକର ମୂଲ୍ୟ ୬.୪୯ ଲକ୍ଷ ଟଙ୍କାରୁ ୮.୫୯ ଲକ୍ଷ (ଦିଲ୍ଲୀ ସୋ-ରୁମରେ) ମଧ୍ୟରେ ରହିଛି।
‘ଜାଜ୍’ର ଏହି ଥାର୍ଡ ଜେନରେସନ୍ ଭର୍ସନ ଭାରତୀୟ ବଜାରରେ ମାରୁତି ସୁଜୁକି ସୁଇଫ୍ଟ ଓ ହୁଣ୍ଡାଇ ମୋଟୋର ଇଲାଇଟ୍ ଆଇ୨୦ ସହିତ ପ୍ରତିଯୋଗିତା କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।
Business
ସକାଳେ ଥିଲା ମିଟିଂ, ଯୋଗଦେଇ ନ ପାରିବାରୁ ୯୯ ଜଣଙ୍କୁ କାଢିଦେଲେ CEO
୧୧୦ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣଙ୍କୁ ଏକା ସାଙ୍ଗରେ ବାହାର କରିଛି କମ୍ପାନୀ।
Business
ପ୍ରତି ପଞ୍ଚାୟତରେ ଖୋଲିବ କ୍ଷୀର ଧାରା କେନ୍ଦ୍ର: ମନ୍ତ୍ରୀ
ନୂଆ ପ୍ରଡକ୍ଟ ନେଇ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ବହୁ ନୂଆ ପ୍ରଡକ୍ଟ ଆଣିବାକୁ ଯାଉଛି। ଲୋକଙ୍କ ଆବଶ୍ୟକତାକୁ ଦେଖି ଓମ୍ଫେଡ୍ର ଟେଟ୍ରାପେକ୍, ପାଣି ପାଉଚ୍, ଆଇସକ୍ରିମ୍, ଚକୋଲେଟ୍ ଆଦି ତିଆରି କରିବ।
Technology
ପାର୍ବଣରେ ହାଇ ଡିମାଣ୍ଡ, ଭାରତରେ ବିକ୍ରି ହୋଇଛି ୩.୯୩ ଲକ୍ଷ କାର୍
ଚଳିତ ବର୍ଷ ପାର୍ବଣ ଋତୁରେ ରେକର୍ଡ ସଂଖ୍ୟକ ଦୁଇ ଚକିଆ ଓ ଚାରି ଚକିଆ ଯାନ ବିକ୍ରି ହୋଇଛି।
Business
ମୋଦିଙ୍କ ଶାସନରେ କମିଛି ମଧ୍ୟବିତ୍ତଙ୍କ ମୁଣ୍ଡରୁ ଟିକସ ବୋଝ
ମୋଦି ସରକାର ଲାଗୁ କରିଥିବା ଶକ୍ତିଶାଳୀ ଟିକସ ଚୋରି ନିରୋଧ ଆଇନ ଓ କଳା ଟଙ୍କା ଆଇନ ଯୋଗୁ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ଲୋକଙ୍କ ରିଟର୍ଣ୍ଣ ଫାଇଲ କରିବା ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି।