ଭାରତକୁ ୧୦ ବିଲିୟନ ଡଲାର ଦେବ ଦକ୍ଷିଣ କୋରିଆ

ନୂଆଦିଲ୍ଲୀ: ଭାରତକୁ ୧୦ ବିଲିୟନ ଡଲାର ଦେବ ଦକ୍ଷିଣ କୋରିଆ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଥିବା ବେଳେ ସୋମବାର ସେଠାକାର ସରକାର ଏହି ଘୋଷଣା କରିଛନ୍ତି। ଏହି ଅର୍ଥକୁ ଭାରତ ଭିତ୍ତିଭୂମି ନିର୍ମାଣ, ସ୍ମାର୍ଟ ସିଟିଗୁଡ଼ିକର ବିକାଶ, ରେଳ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିନିଯୋଗ କରିବ। ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ସେମାନଙ୍କର ସଂପର୍କକୁ ଆଉ ଏକ ସ୍ତରକୁ ନେବାକୁ ସହମତି ପ୍ରକାଶ କରିବା ସହିତ […]

Modikorea

Modikorea

Rakesh Mallick
  • Published: Monday, 18 May 2015
  • Updated: 19 May 2015, 11:29 AM IST

Sports

Latest News

ନୂଆଦିଲ୍ଲୀ: ଭାରତକୁ ୧୦ ବିଲିୟନ ଡଲାର ଦେବ ଦକ୍ଷିଣ କୋରିଆ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଥିବା ବେଳେ ସୋମବାର ସେଠାକାର ସରକାର ଏହି ଘୋଷଣା କରିଛନ୍ତି। ଏହି ଅର୍ଥକୁ ଭାରତ ଭିତ୍ତିଭୂମି ନିର୍ମାଣ, ସ୍ମାର୍ଟ ସିଟିଗୁଡ଼ିକର ବିକାଶ, ରେଳ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିନିଯୋଗ କରିବ। ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ସେମାନଙ୍କର ସଂପର୍କକୁ ଆଉ ଏକ ସ୍ତରକୁ ନେବାକୁ ସହମତି ପ୍ରକାଶ କରିବା ସହିତ ଦକ୍ଷିଣ କୋରିଆ ପକ୍ଷରୁ କରାଯାଇଥିଲା ଏହି ଘୋଷଣା।

ମୋଦି ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ପାର୍କ ଗିଉନ୍ ହେଙ୍କ ଉପସ୍ଥିତିରେ ଆଜି ଦୁଇ ଦେଶ ମଧ୍ୟରେ ୭ଟି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ଆଭଏଡେନ୍ସ ଅଫ୍ ଡବଲ ଟାକ୍ସେସନ। ସେହିପରି ଅଡିଓ-ଭିଜୁଆଲ ଯୁଗ୍ମ ଉତ୍ପାଦନ ନେଇ ଭାରତ ସରକାର ଓ ଦକ୍ଷିଣ କୋରିଆ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବିଦ୍ୟୁତ ଶକ୍ତି ଉନ୍ନତୀକରଣ ଓ ନୂଆ ଶକ୍ତି ଶିଳ୍ପ ନିର୍ମାଣ, ସଡ଼କ ପରିବହନ ଓ ରାଜପଥ ନିର୍ମାଣ, ଜଳ ପଥରେ ପରିବହନ ଆଦି କ୍ଷେତ୍ରରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ପ୍ରତିରକ୍ଷା ଦିଗରେ ମଧ୍ୟ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏଥିରେ ଦୁଇ ଦେଶ ମଧ୍ୟ ପ୍ରତିରକ୍ଷା ଜ୍ଞାନ କୌଶଳର ଆଦାନପ୍ରଦାନ ତଥା ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ଉପରେ ଏହି ଚୁକ୍ତିରେ ଗୁରୁତ୍ୱାରୋପ କରାଯାଇଛି।

ଦକ୍ଷିଣ କୋରିଆ ଯିବା ପଛରେ ମୋଦିଙ୍କ ମୂଳ ଲକ୍ଷ୍ୟ ହେଉଛି ସେଠାକାର ନିବେଶକମାନଙ୍କୁ ଭାରତ ପ୍ରତି ଆକୃଷ୍ଟ କରିବା। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଓ ବିଭିନ୍ନ ରାଜିନାମା ସ୍ୱାକ୍ଷରିତ ହେବା ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦି କହିଥିଲେ ଯେ ଦକ୍ଷିଣ କୋରିଆର କଂପାନୀଗୁଡ଼ିକୁ ଭାରତରେ ନିବେଶ କରିବା ପାଇଁ ଭାରତ ସରକାର ’କୋରିଆ ପ୍ଲସ୍’ ନାଁରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଭାରତରେ ନିବେଶ ପାଇଁ ଦକ୍ଷିଣ କୋରିଆର କଂପାନୀଗୁଡ଼ିକୁ ବିଶେଷ ସୁବିଧା ପ୍ରଦାନ କରାଯିବ ଓ ନିବେଶ ପ୍ରକ୍ରିୟାକୁ ସହଜ କରାଯିବ। ରାଜସ୍ଥାନରେ ଏକ କୋରିଆନ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କ ନିର୍ମାଣ କରାଯିବା କଥା ମଧ୍ୟ ମୋଦି କହିଥିଲେ। ’

ମେକ୍ ଇନ୍ ଇଣ୍ଡିଆ’ କଥା ଉଠାଇ ମୋଦି କହିଥିଲେ, କୋରିଆର ଅନେକ ବ୍ରାଣ୍ଡ୍ ଭାରତର ଘରେ ଘରେ ବେଶ୍ ପରିଚିତ। ଆଉ କୋରିଆର କଂପାନୀଗୁଡ଼ିକ ପାଇଁ ’ମେକ୍ ଇନ୍ ଇଣ୍ଡିଆ’ ଏକ ଅପୂର୍ବ ସୁଯୋଗ ବୋଲି ସେ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ପାର୍କ ଅନୁଭବ କରୁଛନ୍ତି।

ଆସନ୍ତାକାଲି (ମଙ୍ଗଳବାର) ମୋଦି ଦକ୍ଷିଣ କୋରିଆର ବଡ଼ ବଡ଼ ଉଦ୍ୟୋଗପତିମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏପରିକି ହୁଣ୍ଡାଇ ମୋଟର୍ସ, ସାମସଙ୍ଗ୍ ଇଲେକ୍ଟ୍ରୋନିକ୍ସ, ଏଲଜି ଇଣ୍ଡଷ୍ଟ୍ରିଜ୍ ଓ ଡୋସାନ ଗ୍ରୁପର ମୁଖ୍ୟମାନଙ୍କ ସହିତ ସେ ବ୍ୟକ୍ତିଗତ ଭାବେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ହୁଣ୍ଡାଇ ହେଭି ଇଣ୍ଡଷ୍ଟ୍ରୀଜ୍ ସିପୟାର୍ଡ ମଧ୍ୟ ବୁଲିବାକୁ ଯିବେ ମୋଦି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story