କଲ୍‌ ଡ୍ରପ୍‌ ସମସ୍ୟା ନେଇ ସମସ୍ତ ସିଇଓଙ୍କ ସହ ସୋମବାର ଆଲୋଚନା କରିବେ ଟେଲିକମ୍‌ ମନ୍ତ୍ରୀ

ନୂଆଦିଲ୍ଲୀ: କଲ୍‌ ଡ୍ରପ ସମସ୍ୟାନେଇ ସମସ୍ତ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାଙ୍କର ସିଇଓଙ୍କ ସହ ସୋମବାର ବୈଠକ କରିବେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା। ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ,“କଲ୍‌ ଡ୍ରପ ଓ ଅନ୍ୟ ସମସ୍ୟା ନେଇ ଆସନ୍ତା ସୋମବାର ଦିନ ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ଏକ ବୈଠକ ଡକାଇଛନ୍ତି। ଏଥିରେ ସବୁ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀର ମୁଖ୍ୟ ଯୋଗଦେବେ।” ଏହି ବୈଠକରେ ସ୍ପେକ୍ଟ୍ରମ୍‌ ନିଲାମୀ ସହ ବିଭିନ୍ନ ବିଷୟରେ […]

telecom-759

telecom-759

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 06:32 PM IST

Sports

Latest News

ନୂଆଦିଲ୍ଲୀ: କଲ୍‌ ଡ୍ରପ ସମସ୍ୟାନେଇ ସମସ୍ତ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାଙ୍କର ସିଇଓଙ୍କ ସହ ସୋମବାର ବୈଠକ କରିବେ କେନ୍ଦ୍ର ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା।

ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ,“କଲ୍‌ ଡ୍ରପ ଓ ଅନ୍ୟ ସମସ୍ୟା ନେଇ ଆସନ୍ତା ସୋମବାର ଦିନ ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା ଏକ ବୈଠକ ଡକାଇଛନ୍ତି। ଏଥିରେ ସବୁ ମୋବାଇଲ ସେବା ପ୍ରଦାନକାରୀ କମ୍ପାନୀର ମୁଖ୍ୟ ଯୋଗଦେବେ।”

ଏହି ବୈଠକରେ ସ୍ପେକ୍ଟ୍ରମ୍‌ ନିଲାମୀ ସହ ବିଭିନ୍ନ ବିଷୟରେ ଟେଲି କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରାଯିବ। ଏଥିରେ ଯୋଗ ଦେଇଥିବା କମ୍ପାନୀର ମୁଖ୍ୟମାନେ ସେମାନେ ଭୋଗୁଥିବା ସମସ୍ୟା ମଧ୍ୟ ଉପସ୍ଥାପନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story