ଚଳିତ ବର୍ଷ ଶେଷ ସୁଦ୍ଧା ଲଞ୍ଚ୍ ହେବ ଏଲଜିର ଜି ପ୍ରୋ ୩

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବଜାରରେ ଚାହିଦା ବଢାଇବା ପାଇଁ  ପ୍ରୟାସ ଜାରି ରଖିଛି ଏଲଜି। ଗତ କିଛି ଦିନ ହେବ ଜି୪ର ଲଚିଂକୁ ନେଇ କମ୍ପାନୀ ଏଲଜି ଜି ପ୍ରୋ ୩ ଉପରେ ରୋକ୍ ଲଗାଇଥିଲା। କିନ୍ତୁ ଏବେ ପୁଣି ଥରେ ଏହା ଚର୍ଚ୍ଚା ପରିସରକୁ ଆସିଛି। କମ୍ପାନୀ କର୍ତ୍ତୃପକ୍ଷ ଏବେ ଜି ପ୍ରୋ ୩କୁ ଲଞ୍ଚ୍ କରିବା ପ୍ରସ୍ତୁତିରେ ଲାଗିଛନ୍ତି। ୬ ଇଞ୍ଚର ଏହି ଫାବଲେଟର କିଛି ଫିଚର୍ସ ସାମ୍ନାକୁ ଆସିଛି। ଯେଉଁଥିରେ ଫିଙ୍ଗରପ୍ରିଣ୍ଟ୍ ସେନସର୍ ରହିଛି। […]

pro3

pro3

Rakesh Mallick
  • Published: Sunday, 05 July 2015
  • Updated: 05 July 2015, 01:18 PM IST

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବଜାରରେ ଚାହିଦା ବଢାଇବା ପାଇଁ  ପ୍ରୟାସ ଜାରି ରଖିଛି ଏଲଜି। ଗତ କିଛି ଦିନ ହେବ ଜି୪ର ଲଚିଂକୁ ନେଇ କମ୍ପାନୀ ଏଲଜି ଜି ପ୍ରୋ ୩ ଉପରେ ରୋକ୍ ଲଗାଇଥିଲା। କିନ୍ତୁ ଏବେ ପୁଣି ଥରେ ଏହା ଚର୍ଚ୍ଚା ପରିସରକୁ ଆସିଛି। କମ୍ପାନୀ କର୍ତ୍ତୃପକ୍ଷ ଏବେ ଜି ପ୍ରୋ ୩କୁ ଲଞ୍ଚ୍ କରିବା ପ୍ରସ୍ତୁତିରେ ଲାଗିଛନ୍ତି। ୬ ଇଞ୍ଚର ଏହି ଫାବଲେଟର କିଛି ଫିଚର୍ସ ସାମ୍ନାକୁ ଆସିଛି। ଯେଉଁଥିରେ ଫିଙ୍ଗରପ୍ରିଣ୍ଟ୍ ସେନସର୍ ରହିଛି।

ଏହି ଫାବଲେଟ୍ ଚଳିତବର୍ଷ ଶେଷ ସୁଦ୍ଧା ଲଞ୍ଚ୍ କରାଯିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story