ନୂଆଦିଲ୍ଲୀ: ୨୦୧୪-୧୫ ଆର୍ଥିକ ବର୍ଷର ଶେଷ ତଥା ଚତୁର୍ଥ ତ୍ରୈୟମାସିକରେ ଦେଶର ଅନ୍ୟତମ ପ୍ରତିଷ୍ଠିତ ଆଇଟି କଂପାନୀ ଇନଫୋସିସର ନେଟ୍ ଲାଭ ୩.୫% ବଢ଼ିଛି। ଏହି ସମୟ ମଧ୍ୟରେ କଂପାନୀ ୩,୦୯୭ କୋଟି ଟଙ୍କା ଲାଭ କରିଛି। ଅନ୍ୟପକ୍ଷରେ କଂପାନୀର ରାଜସ୍ୱ ୪.୨% ବଢ଼ି ୧୩,୪୧୧ କୋଟିରେ ପହଞ୍ଚିଛି। ୨୦୧୫-୧୬ ଆର୍ଥିକ ବର୍ଷରେ କଂପାନୀର ରାଜସ୍ୱ ପରିମାଣ୧୦-୧୨% ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Business
ଟ୍ରମ୍ପଙ୍କ ‘ମୁକ୍ତି ଦିବସ’ : ଟାରିଫ ବ୍ୟବସ୍ଥା ଦ୍ୱାରା ଭାରତର କେଉଁ ସବୁ ସେକ୍ଟର ପ୍ରଭାବିତ ହେବେ?
ୟୁରୋପୀୟ ୟୁନିୟନ ଠାରୁ ଆରମ୍ଭ କରି ଭାରତ, ଜାପାନ ଓ କାନାଡ଼ା ଭଳି ଦେଶ ଆମେରିକାର ଦ୍ରବ୍ୟଗୁଡ଼ିକ ଉପରେ ବିପୁଳ ପରିମାଣର ଟାରିଫ ଲଗାଉଛନ୍ତି।

Business
କ’ଣ ସେବା ଦେଇ ଗୁପ୍ତ ଭାବେ ଟଙ୍କା ନେଉଛି ବ୍ୟାଙ୍କ?
ଜଣେ ସଞ୍ଚୟ ଖାତାଧାରକ ହୁଅନ୍ତୁ କିମ୍ବା ଚାଲୁ ବା କରେଣ୍ଟ ଆକାଉଣ୍ଟଧାରୀ ହୁଅନ୍ତୁ, ସାଧାରଣ ବ୍ୟାଙ୍କ ଶୁଳ୍କ ସହିତ ଆପଣ ଅପଡେଟ୍ ରହିବା ଭଲ। ଏହା ଆପଣଙ୍କ ବ୍ୟାଙ୍କ ଅଭିଜ୍ଞତାରେ ଉନ୍ନତି ଆଣି ପାରିବ।

Guest Column
ପ୍ରତ୍ୟାହୃତ କୃଷି ଆଇନ ମନ୍ଦ ନଥିଲା
ଏହି ତିନୋଟି ଆଇନକୁ ବିରୋଧ କରାଯିବା ନିରାଧାର ଥିଲା ବୋଲି କହି ହେବ ନାହିଁ। କେରଳରେ ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ ଅନ୍ୟ ରାଜ୍ୟର ଚାଷୀଙ୍କ ଅପେକ୍ଷା ଅଧିକ ମୂଲ୍ୟ ପାଉଛନ୍ତି, ଏପରିକି ଏମଏସପି ଅପେକ୍ଷା ଅଧିକ ମୂଲ୍ୟରେ ନିଜର କୃଷି ଉତ୍ପାଦ ବିକ୍ରି କରୁଛନ୍ତି। ଆମ ରାଜ୍ୟରେ ଧାନମଣ୍ଡି ଅଛି ଏବଂ ସେଠାରେ ଚାଷୀମାନେ ଟୋକେନ୍ ଅନୁସାରେ ନିର୍ଦ୍ଦିଷ୍ଟ ପରିମାଣର ଧାନ ବିକ୍ରିକରି ଡିବିଟି ମାଧ୍ୟମରେ ଏମଏସପି ପାଆନ୍ତି।

Business
୮ବର୍ଷ ପରେ ବି ଖଣି କମ୍ପାନୀ ଦେଇନାହାନ୍ତି ୨୭୨୦କୋଟି ଟଙ୍କା, ନିଲାମ ହେବ ଆଉ ୨୨ଖଣି
ବେଆଇନ ଖଣି କାରବାରରେ ଲିପ୍ତ ଥାଇ ବର୍ଷବର୍ଷ ଧରି କୋଟିକୋଟି ଟଙ୍କା ଉପାର୍ଜନ କରିଥିବା ଖଣି କମ୍ପାନୀ ଓ ସେମାନଙ୍କର ପ୍ରମୋଟରଙ୍କଠୁ ଆବଶ୍ୟକ ଜୋରିମାନା ଟଙ୍କାକୁ ସୁଧ ସହ ଆଦାୟ କରିବା ନିମନ୍ତେ କାହିଁକି ସରକାର କଠୋର ଆଭିମୁଖ୍ୟ ପୋଷଣ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

Business
ରାଜ୍ୟରେ ୨ ବର୍ଷରେ ଆଇଟି କ୍ଷେତ୍ରରେ ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି
ସିଙ୍ଗାପୁର କିମ୍ବା ମାଲେସିଆରୁ ସମୁଦ୍ର ତଳେ ଆସିବ ନେଟ୍। ପୁରୀରେ ହେବ ଡାଟା ସେଣ୍ଟର। ଆଇଟି କଂପାନୀରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ପାଇଁ ମାସିକ ୨୫ ହଜାର ପ୍ରୋତ୍ସାହନ ରାଶି ଦେବେ ସରକାର।