ଇନ୍ଦ୍ରଦେବତାଙ୍କ ଭରସାରେ ଅର୍ଥମନ୍ତ୍ରୀ

ମୁମ୍ୱାଇ: ଇନ୍ଦ୍ରଦେବତା କୃପା କଲେ ୮ରୁ ୧୦ ପ୍ରତିଶତ ଆର୍ଥିକ ବିକାଶ ହୋଇପାରିବ। ରବିବାର ଏହି କଥା କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ନାବାର୍ଡର ପ୍ରତିଷ୍ଠା ଦିବସ ଅବସରରେ ମୁମ୍ୱାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହି କଥା କହିଛନ୍ତି। ଅର୍ଥ ମନ୍ତ୍ରୀ କହିଥିଲେ, ଗତ ବର୍ଷ ତୁଳନାରେ ଚଳିତବର୍ଷ  ରାଜସ୍ୱ ସ୍ଥିତିରେ ସୁଧାର ଆସିବାରେ ସମ୍ଭାବନା ରହିଛି। ଏହା ସହିତ ମାଇକ୍ରୋ ପାରାମିଟର ନିୟନ୍ତ୍ରଣରେ ରହିଛି। ଚଳିତବର୍ଷ ଭଲ ବର୍ଷା ହେବ […]

raingods

raingods

Rakesh Mallick
  • Published: Sunday, 12 July 2015
  • Updated: 12 July 2015, 09:55 AM IST

Sports

Latest News

ମୁମ୍ୱାଇ: ଇନ୍ଦ୍ରଦେବତା କୃପା କଲେ ୮ରୁ ୧୦ ପ୍ରତିଶତ ଆର୍ଥିକ ବିକାଶ ହୋଇପାରିବ। ରବିବାର ଏହି କଥା କହିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ନାବାର୍ଡର ପ୍ରତିଷ୍ଠା ଦିବସ ଅବସରରେ ମୁମ୍ୱାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହି କଥା କହିଛନ୍ତି।

ଅର୍ଥ ମନ୍ତ୍ରୀ କହିଥିଲେ, ଗତ ବର୍ଷ ତୁଳନାରେ ଚଳିତବର୍ଷ  ରାଜସ୍ୱ ସ୍ଥିତିରେ ସୁଧାର ଆସିବାରେ ସମ୍ଭାବନା ରହିଛି। ଏହା ସହିତ ମାଇକ୍ରୋ ପାରାମିଟର ନିୟନ୍ତ୍ରଣରେ ରହିଛି।

ଚଳିତବର୍ଷ ଭଲ ବର୍ଷା ହେବ ବୋଲି ଜେଟଲୀ ଆଶା ପ୍ରକାଶ କରିବା ସହ ମହଙ୍ଗା ବଜାରକୁ ନିୟନ୍ତ୍ରଣ କରିବାରେ ଏହା ସହାୟକ ହେବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story