ବିନା ବଫରିଂରେ ଏମିତି ଦେଖନ୍ତୁ ୟୁଟ୍ୟୁବ୍‌ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଇଣ୍ଟରନେଟ୍‌ ଡାଟା ପ୍ଲାନ୍‌ ଶସ୍ତା ହେବା ପରଠୁ ଭାରତୀୟ ୟୁଜରଙ୍କ ମଧ୍ୟରେ ଅନଲାଇନ୍‌ରେ ଭିଡିଓ ଦେଖିବାର ଆଗ୍ରହ ଅହେତୁକ ଭାବେ ବଢ଼ିବାରେ ଲାଗିଛି। ଅନ୍‌ଲାଇନ୍‌ ଭିଡିଓ ଦେଖିବା ପାଇଁ ଲେକେ ବିଶେଷ କରି ୟୁଟ୍ୟୁବ୍‌ ହିଁ ବ୍ୟବହାର କରନ୍ତି। ଏହା ୟୁଜରଙ୍କ ପ୍ରଥମ ପସନ୍ଦ । ଅନେକ ସମୟରେ ଏପରି ହୁଏ ୟୁଟ୍ୟୁବ୍‌ରେ ଭିଡିଓ ଦେଖୁ ଦେଖୁ ଘଣ୍ଟା ଘଣ୍ଟା ସମୟ କିପରି ବିତିଯାଏ ଜଣାପଡ଼େ ନାହିଁ। ଆଉ ବେଳେବେଳେ ଏପରି ହୁଏ ଖରାପ […]

youtube

youtube

Chinmayee Roy
  • Published: Monday, 09 September 2019
  • Updated: 09 September 2019, 02:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଇଣ୍ଟରନେଟ୍‌ ଡାଟା ପ୍ଲାନ୍‌ ଶସ୍ତା ହେବା ପରଠୁ ଭାରତୀୟ ୟୁଜରଙ୍କ ମଧ୍ୟରେ ଅନଲାଇନ୍‌ରେ ଭିଡିଓ ଦେଖିବାର ଆଗ୍ରହ ଅହେତୁକ ଭାବେ ବଢ଼ିବାରେ ଲାଗିଛି। ଅନ୍‌ଲାଇନ୍‌ ଭିଡିଓ ଦେଖିବା ପାଇଁ ଲେକେ ବିଶେଷ କରି ୟୁଟ୍ୟୁବ୍‌ ହିଁ ବ୍ୟବହାର କରନ୍ତି। ଏହା ୟୁଜରଙ୍କ ପ୍ରଥମ ପସନ୍ଦ । ଅନେକ ସମୟରେ ଏପରି ହୁଏ ୟୁଟ୍ୟୁବ୍‌ରେ ଭିଡିଓ ଦେଖୁ ଦେଖୁ ଘଣ୍ଟା ଘଣ୍ଟା ସମୟ କିପରି ବିତିଯାଏ ଜଣାପଡ଼େ ନାହିଁ।

ଆଉ ବେଳେବେଳେ ଏପରି ହୁଏ ଖରାପ ନେଟୱର୍କ ଯୋଗୁ ୟୁଟ୍ୟୁବ୍‌ରେ ଭିଡିଓ ଦେଖିବାରେ ସମସ୍ୟା ଆସେ। ଖରାପ ନେଟୱର୍କ ଭିଡିଓକୁ ଆଗକୁ ପ୍ଲେ ହେବାକୁ ଦିଏନାହିଁ। ଯଦି ଆପଣ ଏପରି ସମସ୍ୟା ଯୋଗୁ ଭିଡିଓ ଦେଖିବାରେ ଅସୁବିଧା ଭୋଗୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ ବତେଇବୁ, ଯାହା ଦ୍ୱାରା ଆପଣ ଆରାମରେ ୟୁଟ୍ୟୁବରେ ଭିଡିଓ ଦେଖିପାରିବେ।

ୟୁଟ୍ୟୁବ୍‌ରେ ବିନା ବାଧାରେ ଭିଡିଓ ଦେଖିବା ପାଇଁ ୨ଟି ଉପାୟ ଆପଣେଇ ପାରିବେ

୧) ୟୁଟ୍ୟୁବ୍‌ରେ କ୍ୟାଶ୍ (cache) କ୍ଲିୟର କରନ୍ତୁ।

୨) ଭିଡିଓ କ୍ୱାଲିଟି ବଦଳାନ୍ତୁ।

କେମିତି କରିବେ କ୍ୟାଶ୍ (cache) କ୍ଲିୟର?

୧) ପ୍ରଥମେ ନିଜ ମୋବାଇଲ କିମ୍ବା ଟ୍ୟାବ୍‌ରେ ଗୁଗଲ କ୍ରୋମ ଖୋଲନ୍ତୁ

୨) ଉପରେ ମେନ୍ୟୁ ଅପଶନ୍‌ରେ ଦିଆଯାଇଥିବା ୩ଟି ଲାଇନ୍‌ ଉପରେ କ୍ଲିକ୍‌ କରନ୍ତୁ।

୩) ଏହାପରେ ହିଷ୍ଟ୍ରିକୁ ଯାଇ କ୍ଲିୟର ବ୍ରାଉଜିଂ ଡାଟା ଉପରେ କ୍ଲିକ୍ କରନ୍ତୁ।

୪) ଯଦି ଆପଣ ଡେସ୍କଟପରେ ୟୁଟୁବ ଚଳାଉଛନ୍ତି ତେବେ ମୋର୍‌ ଟୁଲ୍ସକୁ ଯାଇ କ୍ଲିୟର ବ୍ରାଉଜିଂ ଡାଟା ଉପରେ କ୍ଲିକ୍‌ କରନ୍ତୁ।

୫) ଆଣ୍ଡ୍ରଏଡ୍, ମ୍ୟାକ୍ ଓ ପିସି ୟୁଜର୍ ଡାଟା ଡିଲିଟ୍ କରିବା ପାଇଁ ଟାଇମ ରେଞ୍ଜ୍ ମଧ୍ୟ ସିଲେକ୍ଟ କରିପାରିବେ। ହେଲେ ଆଇଫୋନ୍‌ରେ ଏହି ବ୍ୟବସ୍ଥା ଉପଲବ୍ଧ ନାହିଁ।

୬) କୁକିଜ୍ ଆଣ୍ଡ ସାଇଟ ଡାଟା ଓ କ୍ୟାଶ୍‌ଡ ଇମେଜ୍ ଆଣ୍ଡ୍‌  ଫାଇଲ୍ସ ଅପଶନ ଉପରେ କ୍ଲିକ୍‌ କରନ୍ତୁ।

୭) ଏହା ପରେ କ୍ଲିୟର ଡାଟା ଉପରେ କ୍ଲିକ୍‌ କରନ୍ତୁ।

ଏହି ଉପାୟ ସବୁ ଆପଣାଇ ଦେଖନ୍ତୁ, ଆପଣଙ୍କ ଭିଡିଓ ଦେଖିବାବେଳେ ଆଉ କୌଣସି ବାଧା ଉପୁଜିବ ନାହିଁ। ଆପଣ ଆରାମରେ ୟୁଟ୍ୟୁବ୍‌ରେ ବିନା ବଫରିଂରେ ସମ୍ପୂର୍ଣ୍ଣ ଭିଡିଓ ଦେଖିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story