ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ବଜାରକୁ ଆଖି ଆଗରେ ରଖି ଅକ୍ଟୋବର ୧୦ରେ ଦେଶର ପ୍ରମୁଖ ଅଟୋ ନିର୍ମାତା ଟାଟା ମୋଟର୍ସ ଉନ୍ମୋଚନ କରିବାକୁ ଯାଉଛି ଦି ଅଲ୍-ନ୍ୟୁ ଟାଟା ଟିଗୋର। ଏଥିପାଇଁ କମ୍ପାନୀ ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ୍ ରୋଶନଙ୍କୁ ବ୍ରାଣ୍ଡ ଆମ୍ୱାସାଡର ଘୋଷଣା କରିଛି।
ହ୍ରିତିକ୍ଙ୍କ ଷ୍ଟାଇଲ୍ ଏବଂ ଅନ୍ଦାଜ ଟାଟା ଟିଗୋରର ଏହି ନୂତନ ସଂସ୍କରଣକୁ ଅଧିକ ମାଇଲେଜ ଦେବ ବୋଲି କମ୍ପାନୀ ଆଶା ରଖିଛି। କମ୍ପାନୀର ପାସେଞ୍ଜର ଭେଇକିଲ୍ ବିଜନେସ୍ ୟୁନିଟ ସଭାପତି ମୟଙ୍କ ପାରେଖ କହିଛନ୍ତି, ମୋଷ୍ଟ ଲଭେବଲ୍ ଏବଂ ଷ୍ଟାଇଲିଶ୍ ଆଇକନଙ୍କୁ ବ୍ରାଣ୍ଡ୍ ଆମ୍ୱାସାଡର ଭାବେ ପାଇଥିବାରୁ ବେଶ୍ ସଫଳତା ହାସଲ କରିବୁ ବୋଲି ଆମେ ଆଶା କରୁଛୁ ।
ସେହିପରି ହ୍ରିତିକ୍ କହିଛନ୍ତି, ଟାଟା ମୋଟର୍ସର ଏକ ଅଂଶ ହେବା ଏବଂ ଟାଟା ଟିଗୋରର ଯାତ୍ରାପଥରେ ପଥିକ ହୋଇ ବେଶ୍ ଉତ୍ସାହିତ। ଏହି ନୂତନ ପିଢ଼ିର ଟାଟା ଟିଗୋର ଚାଳକଙ୍କୁ ବିଳାସମୟ ଅନୁଭୂତି ପ୍ରଦାନ କରିବ। କିନ୍ତୁ କମ୍ପାନୀ ପକ୍ଷରୁ ଏହାର ଏକ୍ସ-ଶୋ'ରୁମ୍ ପ୍ରାଇସ ଘୋଷଣା କରାଯାଇ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।