ଚାକିରି ଛାଡ଼ିବା କଥା ଚିନ୍ତା କରୁଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ କେତୋଟି ଟିପ୍ସ

ଚାକିରି ଛାଡ଼ିବା ଯେ ଭଲ ନୁହେଁ, ତାହା ଜମା ନୁହେଁ। ସେହିପରି ବାରମ୍ବାର ସଂସ୍ଥା ପରିବର୍ତ୍ତନ କରିବା ଯେ ଏକ ବାହାଦୁରୀ, ତାହା ମଧ୍ୟ ନୁହେଁ। ଆପଣ କାହିଁକି ଚାକିରି ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି ତା’ର ସ୍ପଷ୍ଟ କାରଣ ନିଜେ ଚିନ୍ତା କରନ୍ତୁ। ତାହା ଚାକିରି ଛାଡିବା ପାଇଁ ଏକ ଯୁକ୍ତିଯୁକ୍ତ କାରଣ କି ? ଏହା ଜାଣିବା ନିହାତି ଜରୁରୀ। ଏହାର ବିକଳ୍ପ ଆପଣଙ୍କ ହାତରେ କଣ ଅଛି? ବର୍ତ୍ତମାନର ସଂସ୍ଥା ଛାଡ଼ିଲେ, ତା […]

job

job

Sampad Mahapatra
  • Published: Wednesday, 03 October 2018
  • Updated: 03 October 2018, 08:08 AM IST

Sports

Latest News

ଚାକିରି ଛାଡ଼ିବା ଯେ ଭଲ ନୁହେଁ, ତାହା ଜମା ନୁହେଁ। ସେହିପରି ବାରମ୍ବାର ସଂସ୍ଥା ପରିବର୍ତ୍ତନ କରିବା ଯେ ଏକ ବାହାଦୁରୀ, ତାହା ମଧ୍ୟ ନୁହେଁ। ଆପଣ କାହିଁକି ଚାକିରି ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି ତା'ର ସ୍ପଷ୍ଟ କାରଣ ନିଜେ ଚିନ୍ତା କରନ୍ତୁ। ତାହା ଚାକିରି ଛାଡିବା ପାଇଁ ଏକ ଯୁକ୍ତିଯୁକ୍ତ କାରଣ କି ? ଏହା ଜାଣିବା ନିହାତି ଜରୁରୀ।

  • ଏହାର ବିକଳ୍ପ ଆପଣଙ୍କ ହାତରେ କଣ ଅଛି? ବର୍ତ୍ତମାନର ସଂସ୍ଥା ଛାଡ଼ିଲେ, ତା ଠାରୁ ଭଲ ବିକଳ୍ପ ଆପଣଙ୍କ ପାଇଁ କିଛି ଅଛି କି? ତା'ର ତର୍ଜମା କରନ୍ତୁ। ଚାକିରି ଛାଡ଼ିଲେ କ'ଣ ହରାଇବେ ଏବଂ କଣ ପାଇବେ ସେକଥା  ନିଜେ ତୁଳନା କରି ଦେଖନ୍ତୁ। ଏ କ୍ଷେତ୍ରରେ ଉଭୟ ଆର୍ଥିକ ଦିଗ ଏବଂ ଆତ୍ମସନ୍ତୋଷକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି କୁହାଯାଇ ପାରେ।
  • ଚାକିରି ଛାଡିବା ପାଇଁ ଯଦି ଆପଣ ଦୃଢ଼ ନିଶ୍ଚିତ ତେବେ ପୁରୁଣା ସଂସ୍ଥା ସହିତ ସୁସମ୍ପର୍କ ରଖି ଛାଡ଼ିବା ଉଚିତ। ଚାକିରି ଛାଡ଼ିବା ପୂର୍ବରୁ ନିଜର ବଳକା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଭଲ। ନିଜ ସଂସ୍ଥାର ବିଧି ବ୍ୟବସ୍ଥାକୁ ପାଳନ କରି ପରିଚାଳନା ବା ମାନବ ସମ୍ବଳ ବିଭାଗ ତଥା କମ୍ପାନୀର ମୁଖ୍ୟଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇନେବା ଉଚିତ।
  • ଆପଣଙ୍କ ସ୍ଥାନରେ ଯେଉଁ କର୍ମଚାରୀ ନିୟୋଜିତ ହେବେ ତାଙ୍କୁ କାର୍ଯ୍ୟଧାରା ସମ୍ପର୍କରେ ସୂଚିତ କରିବା ପାଇଁ ଆପଣଙ୍କର ଏକ ବୈଧାନିକ କର୍ତ୍ତବ୍ୟ ବୋଲି ଭାବିନେବା ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story