ଆଜି ସନ୍ଧ୍ୟାରୁ ଆରମ୍ଭ ହେଉଛି ଜିଓଫୋନ୍‌ ପ୍ରି-ବୁକିଂ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓର ଜିଓଫୋନ୍‌ ପ୍ରି ବୁକିଂ ଆଜି ସନ୍ଧ୍ୟାରୁ ଆରମ୍ଭ ହେଉଛି। ବଜାର ପ୍ରବେଶ ପରେ ଅନ୍ୟ ଟେଲିକମ୍‌ କମ୍ପାନୀଙ୍କ ପାଇଁ କେଉଁ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବ ତାହା ଆଗକୁ ଜଣାପଡିବ। ଏହି ଫୋନ୍‌ ଜରିଆରେ କମ୍ପାନୀ ଦେଶର ୫୦ କୋଟି ଉପଭୋକ୍ତାଙ୍କୁ ନିଜ ଆଡକୁ ନେବାକୁ ଯୋଜନା ରଖିଛି। ପ୍ରତି ସପ୍ତାହରେ ୫୦ ଲକ୍ଷ ଜିଓଫୋନ୍‌ ଯୋଗାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। କମ୍ପାନୀ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ଆଜି ସନ୍ଧ୍ୟାରୁ […]

jio-phone

jio-phone

Rakesh Mallick
  • Published: Thursday, 24 August 2017
  • Updated: 24 August 2017, 05:08 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରିଲାଏନ୍ସ ଜିଓର ଜିଓଫୋନ୍‌ ପ୍ରି ବୁକିଂ ଆଜି ସନ୍ଧ୍ୟାରୁ ଆରମ୍ଭ ହେଉଛି। ବଜାର ପ୍ରବେଶ ପରେ ଅନ୍ୟ ଟେଲିକମ୍‌ କମ୍ପାନୀଙ୍କ ପାଇଁ କେଉଁ ପ୍ରକାର ପ୍ରତିବନ୍ଧକ ସୃଷ୍ଟି କରିବ ତାହା ଆଗକୁ ଜଣାପଡିବ। ଏହି ଫୋନ୍‌ ଜରିଆରେ କମ୍ପାନୀ ଦେଶର ୫୦ କୋଟି ଉପଭୋକ୍ତାଙ୍କୁ ନିଜ ଆଡକୁ ନେବାକୁ ଯୋଜନା ରଖିଛି। ପ୍ରତି ସପ୍ତାହରେ ୫୦ ଲକ୍ଷ ଜିଓଫୋନ୍‌ ଯୋଗାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି।

କମ୍ପାନୀ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ଆଜି ସନ୍ଧ୍ୟାରୁ ପ୍ରି-ବୁକିଂ ଆରମ୍ଭ ହେବ। ୫୦୦ ଟଙ୍କା ଦେୟରେ ଗ୍ରାହକ ଏହି ପ୍ରି-ବୁକିଂ କରିପାରିବେ। କମ୍ପାନୀର ୱେବସାଇନ୍‌ ‘ମାଇଁଜିଓ’ ଓ ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ଏହାକୁ ବୁକିଂ କରାଯାଇପାରିବ। ୧୫୦୦ ଟଙ୍କାର ଜିଓଫୋନ ବୁକିଂ ପାଇଁ ୫୦୦ ଟଙ୍କା ଦେବାକୁ ପଡିବ। ବାକି ୧୦୦୦ ଟଙ୍କା ଫୋନ୍‌ ପାଇବା ବେଳେ ଦେବାକୁ ପଡିବ। ୩ବର୍ଷ ଜିଓଫୋନ୍‌ ବ୍ୟବହାର କରିବା ପରେ ଉପଭୋକ୍ତା ଚାହିଁଲେ ଏହାକୁ ଫେରାଇ ପୂରା ୧୫୦୦ ଟଙ୍କା ଫେରସ୍ତ ପାଇପାରିବେ।

କମ୍ପାନୀ ଅନୁସାରେ 4G ର ଏହି ଫୋନ୍‌ଟି ଭାରତରେ, ଭାରତୀୟଙ୍କ ଦ୍ୱାରା ଭାରତୀୟ ଉପଭୋକ୍ତାଙ୍କ ପାଇଁ ଅଣାଯାଇଛି। ରିଲାଏନ୍ସ ଉପଭୋକ୍ତା ଜିଓଫୋନ ମାଧ୍ୟମରେ ମାସିକ ୧୫୩ ଟଙ୍କାର ଅନ୍‌ଲିମିଟେଡ ଡାଟା ବ୍ୟବହାର କରିପାରିବେ। ଏହାସହ କମ୍ପାନୀ ୫୩ ଟଙ୍କାରେ ସାପ୍ତାହିକ ଓ ୨୩ ଟଙ୍କାରେ ଦୁଇଦିନିଆ ପ୍ଲାନ ମଧ୍ୟ ଦେଉଛି। ଏହାସହ ଭଏସ୍‌ କଲ୍‌ ସବୁଦିନ ପାଇଁ ମାଗଣାରେ ମିଳିବ।

ଆହୁରି ପଢ଼ନ୍ତୁ: ଟେଲିକମ୍ ବଜାରରେ ନିଆଁ ଲଗେଇବ ଜିଓ: ଗ୍ରାହକଙ୍କୁ ବାଣ୍ଟିବ ମାଗଣା ମୋବାଇଲ୍ ଫୋନ୍

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story