ପାରାଦୀପ ରିଫାଇନାରୀରେ କିରୋସିନ୍ ଟ୍ରିଟର ୟୁନିଟ୍ ଆରମ୍ଭ

ପାରାଦୀପ: ପାରାଦୀପ ରିଫାଇନାରୀରେ ସଫଳତାର ସହିତ ଆରମ୍ଭ ହୋଇଛି ୧.୨ ଏମଏମଟିପିଏ କ୍ଷମତା ବିଶିଷ୍ଟ କିରୋସିନ୍ ଟ୍ରିଟର ୟୁନିଟ୍। ବୁଧବାରଠାରୁ ଏହି ୟୁନିଟ୍ ଆରମ୍ଭ ହୋଇଛି। ଷ୍ଟ୍ରେଟ୍ ରନ୍ କିରୋସିନକକୁ ଟ୍ରିଟ୍ କରିବା ଓ ସେଥିରୁ H2S, ନାପଥେନିକ୍ ଏସିଡ୍ ଓ ମେରକାପଟାନ୍ସକୁ ହଟାଇ ଆଭିଏସନ୍ ଟରବାଇନ୍ ଫୁଏଲ୍ (ଏଟିଏଫ୍) ପ୍ରସ୍ତୁତ କଲା ଭଳି ଏହି ୟୁନିଟକୁ ଡିଜାଇନ୍ କରାଯାଇଛି। ଏହା ପୂର୍ବରୁ ଅକ୍ଟୋବର ୧୯ ତାରିଖରେ ପାରାଦୀପ ରିଫାଇନାରୀରେ ସଫଳତାର ସହିତ ଏଲପିଜି ଟ୍ରିଟର ୟୁନିଟ୍ […]

paradeep

paradeep

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 05:47 PM IST

Sports

Latest News

ପାରାଦୀପ: ପାରାଦୀପ ରିଫାଇନାରୀରେ ସଫଳତାର ସହିତ ଆରମ୍ଭ ହୋଇଛି ୧.୨ ଏମଏମଟିପିଏ କ୍ଷମତା ବିଶିଷ୍ଟ କିରୋସିନ୍ ଟ୍ରିଟର ୟୁନିଟ୍। ବୁଧବାରଠାରୁ ଏହି ୟୁନିଟ୍ ଆରମ୍ଭ ହୋଇଛି। ଷ୍ଟ୍ରେଟ୍ ରନ୍ କିରୋସିନକକୁ ଟ୍ରିଟ୍ କରିବା ଓ ସେଥିରୁ H2S, ନାପଥେନିକ୍ ଏସିଡ୍ ଓ ମେରକାପଟାନ୍ସକୁ ହଟାଇ ଆଭିଏସନ୍ ଟରବାଇନ୍ ଫୁଏଲ୍ (ଏଟିଏଫ୍) ପ୍ରସ୍ତୁତ କଲା ଭଳି ଏହି ୟୁନିଟକୁ ଡିଜାଇନ୍ କରାଯାଇଛି।

ଏହା ପୂର୍ବରୁ ଅକ୍ଟୋବର ୧୯ ତାରିଖରେ ପାରାଦୀପ ରିଫାଇନାରୀରେ ସଫଳତାର ସହିତ ଏଲପିଜି ଟ୍ରିଟର ୟୁନିଟ୍ (ଏଲପିଜିଟିୟୁ) ଆରମ୍ଭ କରାଯାଇଥିଲା। ଏହି ୟୁନିଟର କ୍ଷମତା ୧.୮୫ ଏମଏମଟିପିଏ।

ଏହି ଦୁଇ ପ୍ରୋସେସ୍ ୟୁନିଟ୍ ଆରମ୍ଭ ହେବା ସହିତ ପାରାଦୀପ ରିଫାଇନାରୀ ଏକ ସ୍ୱୟଂ ସଂପୂର୍ଣ୍ଣ ରିଫାଇନାରୀ ହେବା ଦିଗରେ ଆହୁରି ଦୁଇ ପାଦ ଆଗେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos