Lenovo ଲଞ୍ଚ୍‌ କଲା ଦଶ ହଜାର ଟଙ୍କା ଭିତରେ ଦୁଇ ସ୍ମାର୍ଟ ଫୋନ୍‌

ନୂଆଦିଲ୍ଲୀ: ମୋବାଇଲ୍‌ ନିର୍ମାତା କମ୍ପାନୀ ଲିନେଭୋ ତା’ର ପୋର୍ଟଫୋଲିଓରେ ଦୁଇଟି ନୂଆ ସ୍ମାର୍ଟ ଫୋନ୍‌କୁ ସାମିଲ କରିଛି। କମ୍ପାନୀ ପକ୍ଷରୁ ଭାରତରେ ଦୁଇଟି ନୂଆ ମଡେଲ ସ୍ମାର୍ଟ ଫୋନ୍‌ ଲଞ୍ଚ କରାଯାଇଛି। ଏହି ଦୁଇଟି ଫୋନ୍‌ ହେଲା Lenovo K9 ଏବଂ Lenovo A5। Lenovo K9ର ମୂଲ୍ୟ ୮,୯୯୯ ଟଙ୍କା ରହିଛି। ଏହି ମଡେଲର ଫୋନ୍‌ କଳା ଓ ନୀଳ ରଙ୍ଗର ଉପଲବ୍ଧ ହେବ। ସେହିପରି ୨ଜିବି ରାମ୍‌ ଏବଂ ୧୬ଜିବି ଷ୍ଟୋରେଜ୍‌ ଏବଂ ୩ଜିବି […]

lenovo_k9_padv00322_1539694495_618x347

lenovo_k9_padv00322_1539694495_618x347

Tapas Behera
  • Published: Tuesday, 16 October 2018
  • Updated: 16 October 2018, 08:40 PM IST

ନୂଆଦିଲ୍ଲୀ: ମୋବାଇଲ୍‌ ନିର୍ମାତା କମ୍ପାନୀ ଲିନେଭୋ ତା’ର ପୋର୍ଟଫୋଲିଓରେ ଦୁଇଟି ନୂଆ ସ୍ମାର୍ଟ ଫୋନ୍‌କୁ ସାମିଲ କରିଛି। କମ୍ପାନୀ ପକ୍ଷରୁ ଭାରତରେ ଦୁଇଟି ନୂଆ ମଡେଲ ସ୍ମାର୍ଟ ଫୋନ୍‌ ଲଞ୍ଚ କରାଯାଇଛି। ଏହି ଦୁଇଟି ଫୋନ୍‌ ହେଲା Lenovo K9 ଏବଂ Lenovo A5। Lenovo K9ର ମୂଲ୍ୟ ୮,୯୯୯ ଟଙ୍କା ରହିଛି। ଏହି ମଡେଲର ଫୋନ୍‌ କଳା ଓ ନୀଳ ରଙ୍ଗର ଉପଲବ୍ଧ ହେବ। ସେହିପରି ୨ଜିବି ରାମ୍‌ ଏବଂ ୧୬ଜିବି ଷ୍ଟୋରେଜ୍‌ ଏବଂ ୩ଜିବି ରାମ୍‌ ଏବଂ ୩୨ ଜିବି ଷ୍ଟୋରେଜ୍‌ ବିଶିଷ୍ଟ  Lenovo A5ର ମୂଲ୍ୟ ଯଥାକ୍ରମେ ୫,୯୯୯ ଏବଂ ୬,୯୯୯ ଟଙ୍କା ରହିଛି।

ଏହି ଦୁଇଟି ସ୍ମାର୍ଟ ଫୋନ୍‌ ଏବେ ଫ୍ଲିପ୍‌କାର୍ଟରେ ଉପଲବ୍ଧ। Lenovo K9ରେ ଡ୍ୟୁଆଲ ଫୋନ୍‌  ସପୋର୍ଟ ଥିବା ବେଳେ Android OroOs ବିଶିଷ୍ଟ  ZUI 3.9. ସୁବିଧା ରହିଛି। 5.7 ଇଞ୍ଚ ବିଶିଷ୍ଟ ଡିସ୍‌ପ୍ଲେ ଥିବା ଏହି ଫୋନ୍‌ରେ 2.5D ଗ୍ଲାସ୍‌ ପ୍ରୋଟେକ୍ସନ୍‌ ରହିଛି।

ସେହିପରି ଏଥିରେ  2.0GHz ମିଡିଆ ଟେକ୍‌ ଏବଂ MT6762 octa-core processor ସୁବିଧା ରହିଛି। କ୍ୟାମେରା ବି ଅଧିକ ପିକ୍ସେଲ ରହିଛି। ରିଅର୍ କ୍ୟାମେରା ୧୩ ମେଗାପିକ୍ସେଲ ଥିବା ବେଳେ ଫ୍ରଣ୍ଟ କ୍ୟାମେରା ୫ ମେଗା ପିକ୍ସେଲ ରହିଛି। ଉଭୟପଟରେ  ଫ୍ଲାସ୍‌ ଲାଇଟ୍‌ର ବ୍ୟବସ୍ଥା ରହିଛି। Lenovo K9 ବ୍ୟାଟେରୀ 3,000mAh. କ୍ଷମତା ରହିଛି।

ସେହିପରି ୫,୯୯୯ ମୂଲ୍ୟର Lenovo A5 ଡ୍ୟୁଆଲ୍‌ ସିମ୍‌ ସପୋର୍ଟ ରହିଥିବା ବେଳେ Android 8.1 Oroo ବିଶିଷ୍ଟ ZUI 3.9 ସୁବିଧା ଉପଲବ୍ଧ। ଏହାର ଡିସ୍‌ପ୍ଲେ  5.45 ଇଞ୍ଚ ହୋଇଥିବା ବେଳେ ଏହା  ଏହା ଏଚ୍‌ଡି କ୍ୱାଲଟିର। ଏଥିରେ 1.5GHz quad-core MediaTek MT6739 processor ସୁବିଧା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story