ଜୁଲାଇ ୨୦ରେ ଆସିବ Lenovo Vibe K5 Note

ନୂଆଦିଲ୍ଲୀ: ଜୁଲାଇ ୨୦ରେ ଭାରତୀୟ ବଜାରକୁ ଆସିବ Lenovo ଗ୍ରୁପର ନୂଆ ସ୍ମାର୍ଟଫୋନ୍‌ Lenovo Vibe K5 Note। ଏହି ସ୍ମାର୍ଟଫୋନ୍‌ର ଦର ୧୧,୦୦୦ ଟଙ୍କା ରହିଛି। Lenovo Vibe K4 Noteର ସଫଳତା ପରେ ଏହି ସ୍ମାର୍ଟ ଫୋନ୍‌କୁ ବଜାର ପ୍ରବେଶ କରାଇବାକୁ ସୋସିଆଲ୍‌ ମିଡିଆରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି କମ୍ପାନୀ। Lenovo Vibe K5 Note ସ୍ମାର୍ଟଫୋନ୍‌ Xiaomi Redmi Note 3 ଓ  LeEco Le 1sକୁ ଚ୍ୟାଲେଞ୍ଜ ଦେବ। ଏହି […]

lenovo_k5_note-

lenovo_k5_note-

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 06:15 PM IST

Sports

Latest News

ନୂଆଦିଲ୍ଲୀ: ଜୁଲାଇ ୨୦ରେ ଭାରତୀୟ ବଜାରକୁ ଆସିବ Lenovo ଗ୍ରୁପର ନୂଆ ସ୍ମାର୍ଟଫୋନ୍‌ Lenovo Vibe K5 Note। ଏହି ସ୍ମାର୍ଟଫୋନ୍‌ର ଦର ୧୧,୦୦୦ ଟଙ୍କା ରହିଛି। Lenovo Vibe K4 Noteର ସଫଳତା ପରେ ଏହି ସ୍ମାର୍ଟ ଫୋନ୍‌କୁ ବଜାର ପ୍ରବେଶ କରାଇବାକୁ ସୋସିଆଲ୍‌ ମିଡିଆରେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି କମ୍ପାନୀ।

Lenovo Vibe K5 Note ସ୍ମାର୍ଟଫୋନ୍‌ Xiaomi Redmi Note 3 ଓ  LeEco Le 1sକୁ ଚ୍ୟାଲେଞ୍ଜ ଦେବ।

ଏହି ସ୍ମାର୍ଟଫୋନ୍‌ରେ ମେଟାଲିକ୍‌ ବଡି, 5.5-inch 1080P Full HD LTPS IPS LCD, 2 GB RAM ଓ 16GB ROM ଏବଂ  3 GBRAM ଓ 32GB ROM ପରି ଦୁଇଟି variantରେ ଉପଲବ୍ଧ ହେବ। ଏହାର Micro SD card 256GBକୁ ବୃଦ୍ଧି କରିହେବ। ଏଥିରେ 13 MP rear camera ଓ 8 MP front camera ରହିଛି।

ଏଥିରେ ଥିବା ଅତ୍ୟାଧୁନିକ ସୁବିଧା ମଧ୍ୟରେ ଅଛି fingerprint reader, 3500 mAH Lithium Polymer battery , WiFi – 802.11 b/g/n/ac, Bluetooth v 4.1 (LE), 4G LTE with dual SIM।

ଏହି ସ୍ମାର୍ଟ ଫୋନ୍‌ ସିଲଭର ଓ ଗୋଲ୍ଡ କଲରରେ ବଜାରକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story