ଆସିଲା ମିନି ଇଣ୍ଡିଆର ଛୋଟ କାର୍, ମାତ୍ର ୬ ସେକେଣ୍ଡରେ ୧୦୦ କିମି ସ୍ପିଡ୍ ଛୁଇଁବ

ନୂଆଦିଲ୍ଲୀ: କାର କମ୍ପାନୀ ‘ମିନି ଇଣ୍ଡିଆ’ ଆଜି ବହୁପ୍ରତୀକ୍ଷିତ ଜନ କପର ଓ୍ୱାର୍କସ କାରକୁ ବଜାରରେ ପ୍ରବେଶ କରାଇଛି। ଭାରତୀୟ ବଜାରରେ ଏହି କାରର ଦାମ ୪୩.୫ ଲକ୍ଷ(ଏକ୍ସ-ଶୋ’ରୁମ୍) ରହିଛି। ସମସ୍ତ କାର ଅପେକ୍ଷା ଏହା ଛୋଟ, ଅଧିକ କ୍ଷମତାଶାଳୀ , ଜବରଦସ୍ତ ଆଉଟଲୁକ ଏବଂ ତିନୋଟି ଡୋର୍ ହେଉଛି ଏହି କାରର ସ୍ୱତନ୍ତ୍ରତା। ଏହି କାରରେ ୨ ଲିଟର କ୍ଷମତା ବିଶିଷ୍ଟ ୪ଟି ଟ୍ୱିନ୍ ଟର୍ବୋ ଚାର୍ଜ ଇଞ୍ଜିନକୁ ସଂଯୋଗ ହୋଇଛି। ଯେଉଁଥିରେ ୨୩୧ ବିଏଚପି […]

mini-cooper-john-cooper-works

mini-cooper-john-cooper-works

Subhransu Sekhar
  • Published: Thursday, 09 May 2019
  • Updated: 09 May 2019, 05:27 PM IST

Sports

Latest News

ନୂଆଦିଲ୍ଲୀ: କାର କମ୍ପାନୀ 'ମିନି ଇଣ୍ଡିଆ' ଆଜି ବହୁପ୍ରତୀକ୍ଷିତ ଜନ କପର ଓ୍ୱାର୍କସ କାରକୁ ବଜାରରେ ପ୍ରବେଶ କରାଇଛି। ଭାରତୀୟ ବଜାରରେ ଏହି କାରର ଦାମ ୪୩.୫ ଲକ୍ଷ(ଏକ୍ସ-ଶୋ'ରୁମ୍) ରହିଛି। ସମସ୍ତ କାର ଅପେକ୍ଷା ଏହା ଛୋଟ, ଅଧିକ କ୍ଷମତାଶାଳୀ , ଜବରଦସ୍ତ ଆଉଟଲୁକ ଏବଂ ତିନୋଟି ଡୋର୍ ହେଉଛି ଏହି କାରର ସ୍ୱତନ୍ତ୍ରତା।

ଏହି କାରରେ ୨ ଲିଟର କ୍ଷମତା ବିଶିଷ୍ଟ ୪ଟି ଟ୍ୱିନ୍ ଟର୍ବୋ ଚାର୍ଜ ଇଞ୍ଜିନକୁ ସଂଯୋଗ ହୋଇଛି। ଯେଉଁଥିରେ ୨୩୧ ବିଏଚପି କ୍ଷମତା ଏବଂ ୩୨୦ ନାନୋ ମିଟରର ଟର୍କ ଶକ୍ତି ଉତ୍ପନ୍ନ ହୋଇପାରିବ। ୮ଟି ଗିୟର ବିଶିଷ୍ଟ ଏହି କାରର ଅନ୍ୟତମ ସ୍ୱତନ୍ତ୍ରତା ହେଲା ଏହା ୬.୧ ସେକେଣ୍ଡରେ ୧୦୦ କିଲୋମିଟର ପ୍ରତିଘଣ୍ଟାରେ ଏହା ଯାଇପାରିବ।

ଏହି କାରରେ ତିନୋଟି ମୋଡରେ ଡ୍ରାଇଭିଂ କରି ହେବ। ମିଡ୍, ସ୍ପୋର୍ଟ ଏବଂ ଗ୍ରୀନ ରହିଛି ଜନ କପର ଓ୍ୱାର୍କସର ଡ୍ରାଇଭିଂ ମୋଡ। ରାସ୍ତା ଏବଂ ସମୟ ଦେଖି ଜଣେ ଏହି ତିନୋଟି ମୋଡରୁ କୌଣସିଥିରେ ଡ୍ରାଇଭିଂ କରିପାରିବ। ଏବଂ ଏହି ତିନୋଟି ମୋଡ ଅନୁଯାୟୀ କାରର ମାଇଲେଜ ନିର୍ଭର କରିବ।

ମିନି ଇଣ୍ଡିଆ କମ୍ପାନୀ ଏହି କାରକୁ କମ୍ପଲିଟ୍-ବ୍ଲିଟ୍-ୟୁନିଟ୍(ସିବିୟୁ) ନାମରେ ଭାରତରେ ପ୍ରବେଶ କରାଇଛି।ଏହି କାର ବ୍ରିଟେନରେ ନିର୍ମାଣ ହେଉଛି, ଭାରତକୁ ଏହା କେବଳ ଇମ୍ପୋର୍ଟ ହୋଇଛି।

ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାରରେ ୧୭ ଇଞ୍ଚର ଆଲୟ ହ୍ୱିଲ୍, ବ୍ୟାକ ଲାଇଟ୍, ରିୟର ବ୍ରେକ ଆଦି ଅତ୍ୟାଧୁନିକ ଯନ୍ତ୍ରାଂଶ ସଂଯୋଗ କରାଯାଇଛି। ଏଥିସହ ମନୋରଞ୍ଜନ ପାଇଁ କାର ଭିତରେ ୮.୮ ଇଞ୍ଚର ଟଚ୍ ସ୍କ୍ରିନ ବିଶିଷ୍ଟ ଏଲଇଡି ଏବଂ ୧୨ଟି ସ୍ପିକର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story