ଏଟିଏମ୍ ପରେ ଚେକ୍ ବୁକର ମାଗଣା ସେବା ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ

ନୂଆଦିଲ୍ଲୀ: ଏଟିଏମ୍ ପରେ ଏବେ ବ୍ୟାଙ୍କ ଚେକର ମାଗଣା ସେବା ଉପରେ କଟକଣା ଲଗାଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ଦେୟମୁକ୍ତ ଭାବରେ ପ୍ରଥମ ଚାରି ଥର ଚେକ୍ ଜରିଆରେ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଏହାପରଠୁ ଦେୟଯୁକ୍ତ ସେବା ଅଧିନରେ ବ୍ୟାଙ୍କ ଗୁଡ଼ିକ ଚେକ୍ ସେବା ଯୋଗାଇବେ ବୋଲି ଆରବିଆଇ କହିଛି। ପ୍ରତିମାସରେ ବ୍ୟାଙ୍କ ଗୁଡ଼ିକ ଦେୟମୁକ୍ତ ଭାବରେ ଚାରି ଥର ଚେକ୍ ସେବା ଯୋଗାଇ ଦେବ ବୋଲି ଆରବିଆଇ ସ୍ପଷ୍ଟ କରିଛି। ଉଭୟ […]

cheque book

cheque book

Subhransu Sekhar
  • Published: Wednesday, 12 June 2019
  • Updated: 12 June 2019, 02:33 PM IST

Sports

Latest News

ନୂଆଦିଲ୍ଲୀ: ଏଟିଏମ୍ ପରେ ଏବେ ବ୍ୟାଙ୍କ ଚେକର ମାଗଣା ସେବା ଉପରେ କଟକଣା ଲଗାଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ଦେୟମୁକ୍ତ ଭାବରେ ପ୍ରଥମ ଚାରି ଥର ଚେକ୍ ଜରିଆରେ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଏହାପରଠୁ ଦେୟଯୁକ୍ତ ସେବା ଅଧିନରେ ବ୍ୟାଙ୍କ ଗୁଡ଼ିକ ଚେକ୍ ସେବା ଯୋଗାଇବେ ବୋଲି ଆରବିଆଇ କହିଛି।

ପ୍ରତିମାସରେ ବ୍ୟାଙ୍କ ଗୁଡ଼ିକ ଦେୟମୁକ୍ତ ଭାବରେ ଚାରି ଥର ଚେକ୍ ସେବା ଯୋଗାଇ ଦେବ ବୋଲି ଆରବିଆଇ ସ୍ପଷ୍ଟ କରିଛି। ଉଭୟ ସେଭିଂସ୍ ଆକାଉଣ୍ଟ ଓ ଜନ ଧନ ଯୋଜନା ଜରିଆରେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିଥିବା ଗ୍ରାହକ ଏହି ଦେୟଯୁକ୍ତ ସେବା ଅଧିନରେ ରହିବେ ବୋଲି ଜଣାପଡ଼ିଛି। ଏ ନେଇ ଆରବିଆଇ ସମସ୍ତ ଘରୋଇ ଓ ରାଷ୍ଟ୍ରାୟତ ବ୍ୟାଙ୍କକୁ ଅବଗତ କରାଇଥିବା ଜଣାପଡ଼ିଛି।

ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆକ୍ସିସ୍ ବ୍ୟାଙ୍କ ତାଙ୍କର ଗ୍ରାହକଙ୍କ ପାଇଁ ପ୍ରତି ମାସରେ ଚାରିଥର ଦେୟମୁକ୍ତ ଚେକ୍ ବୁକ୍ ବ୍ୟବହାର କରି ପାରିବେ ବୋଲି ସର୍ତ୍ତାବଳୀ ଜାରି କରିଥିଲେ। କିନ୍ତୁ ଗ୍ରାହକ ମାନେ ଏହାଠାରୁ ଅଧିକ ଚେକ୍ ବ୍ୟବହାର କରୁଥିଲେ ଦେୟଯୁକ୍ତ ସେବା ଲାଗୁ ହେଉନଥିବା ସୂଚନା ରହିଛି।

ପୂର୍ବରୁ ଏଟିଏମ ବ୍ୟବହାର ଦେୟମୁକ୍ତ ଥିଲା। କିନ୍ତୁ ଏବେ ପାଞ୍ଚ ଥରରୁ ଅଧିକ ଏଟିଏମ ବ୍ୟବହାର କଲେ ପ୍ରତି ଟ୍ରାଞ୍ଜାକସନ ପିଛା ୨୦ ଟଙ୍କା ଦେବାକୁ ପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story