ଦେଖନ୍ତୁ, କେମିତି ପ୍ରତିବନ୍ଧକକୁ ଡେଇଁ ଆଗକୁ ଦୌଡ଼ୁଛି ରୋବୋଟ୍‌

(ଓଡ଼ିଶା ରିପୋର୍ଟର): ମଣିଷର ଅବିକଳ ଅନୁକରଣରେ ରୋବୋଟ୍‌ର ସୃଷ୍ଟି, କିନ୍ତୁ ରୋବୋଟ୍‌ରେ ଏଭଳି କିଛି ଅଭାବ ରହିଯାଇଛି ଯେଉଥିପାଇଁ ଏହାକୁ ମଣିଷ ସହିତ ତୁଳନା କରିହେବ ନାହିଁ। କେବଳ ଚିନ୍ତନ ଶକ୍ତିରେ ନୁହେଁ, ବରଂ ଏହାର ଚାଲିବା ଏବଂ ଚଳପ୍ରଚଳ ସମ୍ପର୍କିତ ଅନ୍ୟ ସମସ୍ତ କାର୍ଯ୍ୟକଳାପରେ ରୋବୋଟ୍‌ ବର୍ତ୍ତମାନ ମଧ୍ୟ ପଛୁଆ ଅଛି। କିନ୍ତୁ ଗବେଷଣା ଓ ଟେକ୍ନୋଲୋଜିର ବ୍ୟାପକ ଉନ୍ନତି ଯୋଗୁ ଏହି ରୋବୋଟ୍‌ଗୁଡ଼ିକରେ କ୍ରମେ ନୂତନ ବୈଶିଷ୍ଟ୍ୟ ଯୋଡ଼ି ହେଉଛି। ଆଉ ଏବେ ଏଭଳି […]

Robot

Robot

Hemant Lenka
  • Published: Saturday, 13 October 2018
  • Updated: 13 October 2018, 06:29 PM IST

Sports

Latest News

(ଓଡ଼ିଶା ରିପୋର୍ଟର): ମଣିଷର ଅବିକଳ ଅନୁକରଣରେ ରୋବୋଟ୍‌ର ସୃଷ୍ଟି, କିନ୍ତୁ ରୋବୋଟ୍‌ରେ ଏଭଳି କିଛି ଅଭାବ ରହିଯାଇଛି ଯେଉଥିପାଇଁ ଏହାକୁ ମଣିଷ ସହିତ ତୁଳନା କରିହେବ ନାହିଁ। କେବଳ ଚିନ୍ତନ ଶକ୍ତିରେ ନୁହେଁ, ବରଂ ଏହାର ଚାଲିବା ଏବଂ ଚଳପ୍ରଚଳ ସମ୍ପର୍କିତ ଅନ୍ୟ ସମସ୍ତ କାର୍ଯ୍ୟକଳାପରେ ରୋବୋଟ୍‌ ବର୍ତ୍ତମାନ ମଧ୍ୟ ପଛୁଆ ଅଛି। କିନ୍ତୁ ଗବେଷଣା ଓ ଟେକ୍ନୋଲୋଜିର ବ୍ୟାପକ ଉନ୍ନତି ଯୋଗୁ ଏହି ରୋବୋଟ୍‌ଗୁଡ଼ିକରେ କ୍ରମେ ନୂତନ ବୈଶିଷ୍ଟ୍ୟ ଯୋଡ଼ି ହେଉଛି।

ଆଉ ଏବେ ଏଭଳି ଏକ ରୋବୋଟ୍‌ ବିକଶିତ କରାଯାଇଛି ଯାହାକି ସାମ୍ନାରେ ଆସୁଥିବା ବାଧାବିଘ୍ନ ଦେଖି ଅଟକି ନଯାଇ ତାକୁ ସହଜରେ ଡେଇଁ ଅତିକ୍ରମ କରିଯାଉଛି। ‘ପାର୍କର’ ନାମକ ଏହି ରୋବୋଟ୍‌ ଦୁଇ ପେଡାଲ୍‌ ବିଶିଷ୍ଟ ଏବଂ ବ୍ୟାଟେରୀ ଚାଳିତ। ଏହା କେବଳ ଡେଉଁନି ବରଂ ତା ରାସ୍ତାରେ ଥିବା ସବୁ ପ୍ରତିବନ୍ଧକକୁ ଡେଇଁ ଆଗକୁ ମାଡ଼ିଯାଇପାରୁଛି। ରୋବୋଟ୍‌ଟି ଏହାର ଗୋଡ଼, ବାହୁ ଏବଂ ଗଣ୍ଡି ମଧ୍ୟରେ ଭାରସାମ୍ୟ ରକ୍ଷା କରି ଆଗକୁ ବଢ଼ୁଛି। ସର୍ବାଧିକ ୪୦ ସେମି ଯାଏ ପାହୁଣ୍ଡ ପକାଇ ଆଗକୁ ଯାଇ ପାରୁଛି ଏହି ରୋବୋଟ୍‌।

ସାମ୍ନାରେ ଆସୁଥିବା ପ୍ରତିବନ୍ଧକକୁ ଦେଖିବାପାଇଁ ଏହା କମ୍ପ୍ୟୁଟର୍‌ ଭିଜନ୍‌ ବ୍ୟବହାର କରୁଛି। ବିପର୍ଯ୍ୟୟ ସମୟରେ ଏହା ଉଦ୍ଧାର କାର୍ଯ୍ୟରେ ଲାଗିପାରିବ ବୋଲି ଆଶା କରାଯାଉଛି।

ଏବେ ଦେଖନ୍ତୁ ‘ପାର୍କର’ ରୋବଟ୍‌ର କାରନାମା।
https://youtu.be/LikxFZZO2sk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story