ଶୀଘ୍ର ପ୍ରବେଶ କରିପାରେ New Hyundai Tucson

ବେଙ୍ଗାଲୁରୁ: ଚଳିତ ବର୍ଷ ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ବଜାର ପ୍ରେବେଶ କରିବାକୁ ପ୍ରସ୍ତୁତ ହେଉଛି କୋରିଆର ଅଟୋନିର୍ମାଣକାରୀ କମ୍ପାନୀ ହୁଣ୍ଡାଇର ନୂଆ କାର ‘New Hyundai Tucson’। ଏହି କାରଟି ଏବେ ଭାରତୀୟ ରୋଡରେ ଗଡିବା ପୂର୍ବରୁ ତା’ର ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏହି କାରର Base Variantର ଦର ୧୮ ଲକ୍ଷ ଟଙ୍କା ରହିଥିବା ବେଳେ Top Variantର ଦର ରହିଛି ୨୫ ଲକ୍ଷଟଙ୍କା। ଏହି କାରଟି ବଜାର Toyota Fortuner, Ford Endeavour, Chevrolet Trailblazer […]

Hyundai-Tucson-1

Hyundai-Tucson-1

Rakesh Mallick
  • Published: Friday, 01 July 2016
  • Updated: 01 July 2016, 06:01 PM IST

Sports

Latest News

ବେଙ୍ଗାଲୁରୁ: ଚଳିତ ବର୍ଷ ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ବଜାର ପ୍ରେବେଶ କରିବାକୁ ପ୍ରସ୍ତୁତ ହେଉଛି କୋରିଆର ଅଟୋନିର୍ମାଣକାରୀ କମ୍ପାନୀ ହୁଣ୍ଡାଇର ନୂଆ କାର ‘New Hyundai Tucson’। ଏହି କାରଟି ଏବେ ଭାରତୀୟ ରୋଡରେ ଗଡିବା ପୂର୍ବରୁ ତା’ର ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏହି କାରର Base Variantର ଦର ୧୮ ଲକ୍ଷ ଟଙ୍କା ରହିଥିବା ବେଳେ Top Variant ଦର ରହିଛି ୨୫ ଲକ୍ଷଟଙ୍କା। ଏହି କାରଟି ବଜାର Toyota Fortuner, Ford Endeavour, Chevrolet Trailblazer ଓ Honda CRV ସହିତ ପ୍ରତିଯୋଗିତା କରିବ। Hyundai Tucsonର ପ୍ରଥମ ସଂସ୍କରଣ ୨୦୦୫ରେ ଭାରତୀୟ ବଜାରରେ ପ୍ରବେଶ କରି ବେଶ୍ ବ୍ୟବସାୟିକ ସଫଳତା ପାଇଥିଲା। ଏଥିରେ ନିମ୍ନୋକ୍ତ ସୁବିଧା ରହିଛି।

Engine2.0-litre CRDi Diesel
Displacement1,995cc
Maximum Power134bhp & 181bhp
Maximum Torque402Nm
Top Speed201kmph
Transmission6-speed manual & automatic
Drivetrain SystemFront wheel drive (FWD)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story