ଭୁବନେଶ୍ୱରରେ ପେଟ୍ରୋଲ୍‌କୁ ଟପିଲା ଡିଜେଲ୍ ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲକୁ ଟପିଲା ଡିଜେଲ୍ ଦର। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦରଠୁ ଅଧିକ ରହିଛି ଡିଜେଲ୍ ଦର। ଆଜି ଏଠାରେ ଡିଜେଲ୍ ଲିଟର୍ ପିଛା ୮୦ ଟଙ୍କା ୬୯ ପଇସା ଥିବା ବେଳେ ପେଟ୍ରୋଲ୍ ଲିଟର୍ ପିଛା ୮୦ ଟଙ୍କା ୫୭ ପଇସା ରହିଛି। ଭାରତୀୟ ଇତିହାସରେ ବୋଧେ ପ୍ରଥମ ଥର ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ପେଟ୍ରୋଲ ଦରକୁ ଟପିଯାଇଛି ଡିଜେଲ୍ ଦର। ଅନ୍ତର୍ଜାତୀୟ ବଜାରରେ ଡିଜେଲ୍ ଦର ପେଟ୍ରୋଲ୍‌ ଅପେକ୍ଷା ଧିମା ଗତିରେ […]

Petrol

Petrol

Jitendra Garnayak
  • Published: Sunday, 21 October 2018
  • Updated: 21 October 2018, 09:21 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲକୁ ଟପିଲା ଡିଜେଲ୍ ଦର। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦରଠୁ ଅଧିକ ରହିଛି ଡିଜେଲ୍ ଦର।

ଆଜି ଏଠାରେ ଡିଜେଲ୍ ଲିଟର୍ ପିଛା ୮୦ ଟଙ୍କା ୬୯ ପଇସା ଥିବା ବେଳେ ପେଟ୍ରୋଲ୍ ଲିଟର୍ ପିଛା ୮୦ ଟଙ୍କା ୫୭ ପଇସା ରହିଛି।

ଭାରତୀୟ ଇତିହାସରେ ବୋଧେ ପ୍ରଥମ ଥର ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ପେଟ୍ରୋଲ ଦରକୁ ଟପିଯାଇଛି ଡିଜେଲ୍ ଦର।

ଅନ୍ତର୍ଜାତୀୟ ବଜାରରେ ଡିଜେଲ୍ ଦର ପେଟ୍ରୋଲ୍‌ ଅପେକ୍ଷା ଧିମା ଗତିରେ କମି ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos