ଖସିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ୧୫ ଦିନ ବ୍ୟବଧାନରେ ପୁଣି ଥରେ ଖସିଛି ତେଲ ଦର। ପେଟ୍ରୋଲ ଦର ଲିଟର ପିଛା ୨ଟଙ୍କା ୨୫ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୪୨ ପଇସା ହ୍ରାସ ପାଇଛି। ଆଜି ମଧ୍ୟରାତ୍ରରୁ ନୂଆ ମୂଲ୍ୟ ଲାଗୁ ହେବ। ଏହା ପୂର୍ବରୁ ଜୁନ୍ ୩୦ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୮୯ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଦର ୪୯ ପଇସା କମି ଥିଲା। ଲଗାତାର ୭ ଥର […]

fuel

fuel

Rakesh Mallick
  • Published: Friday, 15 July 2016
  • Updated: 15 July 2016, 10:15 PM IST

Sports

Latest News

ନୂଆଦିଲ୍ଲୀ: ୧୫ ଦିନ ବ୍ୟବଧାନରେ ପୁଣି ଥରେ ଖସିଛି ତେଲ ଦର। ପେଟ୍ରୋଲ ଦର ଲିଟର ପିଛା ୨ଟଙ୍କା ୨୫ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୪୨ ପଇସା ହ୍ରାସ ପାଇଛି। ଆଜି ମଧ୍ୟରାତ୍ରରୁ ନୂଆ ମୂଲ୍ୟ ଲାଗୁ ହେବ।

ଏହା ପୂର୍ବରୁ ଜୁନ୍ ୩୦ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୮୯ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଦର ୪୯ ପଇସା କମି ଥିଲା। ଲଗାତାର ୭ ଥର ତେଲ ଦର ବଢ଼ିବା ପରେ ଏହି ହ୍ରାସ ହୋଇଥିଲା।

ଜୁନ୍ ୧୫ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୫ ପଇସା ଓ ଡିଜେଲ ଦର ଲିଟର ପିଛା ୧ଟଙ୍କା ୨୬ ପଇସା ବୃଦ୍ଧି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos