ବଜାରକୁ ପୁଞ୍ଜି ପ୍ରେରଣ ପାଇଁ ଆର୍‌ବିଆଇ ରାଜି

ମୁମ୍ବାଇ(ଓଡ଼ିଶା ରିପୋର୍ଟର) କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଋଣ ପ୍ରଦାନ କରିବା ପାଇଁ ପ୍ରଚୁର ନଗଦ ବ୍ୟବସ୍ଥା କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡ ଏଭଳି ପଦକ୍ଷେପ ନେବା ପାଇଁ ରାଜି। ସୋମବାର ଆର୍‌ବିଆଇର ୧୮ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡ ମିଟିଂରେ ଏଭଳି ନିଷ୍ପତ୍ତି ହୋଇଛି। ବୋର୍ଡର ଦୁଇଜଣ ସଦସ୍ୟ ନିଜ ନାମ ଗୋପନ ରଖି ଏହା କହିଛନ୍ତି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବା ବେଳେ ସାଧାରଣ ବର୍ଗଙ୍କୁ ଖୁସି କଲାଭଳି […]

rbi

rbi

Subrat Kumar Nayak
  • Published: Tuesday, 20 November 2018
  • Updated: 20 November 2018, 08:22 AM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର) କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଋଣ ପ୍ରଦାନ କରିବା ପାଇଁ ପ୍ରଚୁର ନଗଦ ବ୍ୟବସ୍ଥା କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡ ଏଭଳି ପଦକ୍ଷେପ ନେବା ପାଇଁ ରାଜି। ସୋମବାର ଆର୍‌ବିଆଇର ୧୮ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡ ମିଟିଂରେ ଏଭଳି ନିଷ୍ପତ୍ତି ହୋଇଛି।

ବୋର୍ଡର ଦୁଇଜଣ ସଦସ୍ୟ ନିଜ ନାମ ଗୋପନ ରଖି ଏହା କହିଛନ୍ତି।

ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବା ବେଳେ ସାଧାରଣ ବର୍ଗଙ୍କୁ ଖୁସି କଲାଭଳି ଆର୍ଥିକ ନିଷ୍ପତ୍ତି ନେବା ପାଇଁ ଆର୍‌ବିଆଇକୁ ସରକାର ଚାପ ପକାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ଭିତରେ ବୋର୍ଡର ଏହି ନିଷ୍ପତ୍ତି ଗୁରୁତ୍ୱ ବହନ କରୁଛି।

ବ୍ୟାଙ୍କ ନିଜ ହାତରେ ପୁଞ୍ଜି ଗଚ୍ଛିତ ନ ରଖି ବୃହତ ପରିମାଣର ନଗଦ ବଜାରକୁ ଛାଡ଼ିବା ପାଇଁ ସରକାର ପ୍ରବର୍ତ୍ତାଉଛନ୍ତି ବୋଲି ଦୁଇ ଅଧିକାରୀ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story