ମୁମ୍ବାଇ(ଓଡ଼ିଶା ରିପୋର୍ଟର) କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ଋଣ ପ୍ରଦାନ କରିବା ପାଇଁ ପ୍ରଚୁର ନଗଦ ବ୍ୟବସ୍ଥା କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ବୋର୍ଡ ଏଭଳି ପଦକ୍ଷେପ ନେବା ପାଇଁ ରାଜି। ସୋମବାର ଆର୍ବିଆଇର ୧୮ ଜଣିଆ ସଦସ୍ୟ ବିଶିଷ୍ଟ ବୋର୍ଡ ମିଟିଂରେ ଏଭଳି ନିଷ୍ପତ୍ତି ହୋଇଛି।
ବୋର୍ଡର ଦୁଇଜଣ ସଦସ୍ୟ ନିଜ ନାମ ଗୋପନ ରଖି ଏହା କହିଛନ୍ତି।
ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବା ବେଳେ ସାଧାରଣ ବର୍ଗଙ୍କୁ ଖୁସି କଲାଭଳି ଆର୍ଥିକ ନିଷ୍ପତ୍ତି ନେବା ପାଇଁ ଆର୍ବିଆଇକୁ ସରକାର ଚାପ ପକାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ଭିତରେ ବୋର୍ଡର ଏହି ନିଷ୍ପତ୍ତି ଗୁରୁତ୍ୱ ବହନ କରୁଛି।
ବ୍ୟାଙ୍କ ନିଜ ହାତରେ ପୁଞ୍ଜି ଗଚ୍ଛିତ ନ ରଖି ବୃହତ ପରିମାଣର ନଗଦ ବଜାରକୁ ଛାଡ଼ିବା ପାଇଁ ସରକାର ପ୍ରବର୍ତ୍ତାଉଛନ୍ତି ବୋଲି ଦୁଇ ଅଧିକାରୀ ପ୍ରକାଶ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ; ୧୦ ବର୍ଷରେ ୧୨ ଲକ୍ଷ କୋଟି ଛାଡ଼
ବ୍ୟାଙ୍କ ଲୋନ୍ ଶୁଝି ପାରୁ ନାହାନ୍ତି ଅମ୍ବାନୀ, ଜିନ୍ଦଲ ଓ ଜୟପ୍ରକାଶଙ୍କ ପରି ପ୍ରତିଷ୍ଠିତ ବିଜନେସମ୍ୟାନ୍। ଫଳରେ ଋଣ ଛାଡ଼ ପାଇଁ ବାଧ୍ୟ ହେଉଛନ୍ତି ସରକାରୀ ଓ ଘରୋଇ ବ୍ୟାଙ୍କ। ଗତ ୧୦ ବର୍ଷ ମଧ୍ୟରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକ ୧୨ ଲକ୍ଷ କୋଟି ଛାଡ଼ କରିଛନ୍ତି।
Business
ଖୁବଶୀଘ୍ର ଏଟିଏମରୁ ଉଠିପାରିବ ପିଏଫ୍ ଟଙ୍କା!
ଖୁବଶୀଘ୍ର ହିତାଧିକାରୀ ସିଧାସଳଖ ଏଟିଏମ୍ ମାଧ୍ୟମରେ ସେମାନଙ୍କ କ୍ଲେମ ରାଶି ସହଜରେ ପାଇପାରିବେ। କର୍ମଚାରୀମାନଙ୍କ ସହଜ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ ପ୍ରକ୍ରିୟାକୁ ସରଳ କରୁଛୁ କହିଲେ ଶ୍ରମ ସଚିବ।
Business
ଆସ୍କା-40ର ଦର ବଢ଼ାଇବାକୁ ଆସିକା ବିଧାୟକଙ୍କ ଦାବି
୫ ବର୍ଷ ହେଲା ‘Aska-40’ ଦର ବୃଦ୍ଧି ପାଇନାହିଁ ବୋଲି କହିଛନ୍ତି ଆସିକା ବିଧାୟକ।
Business
ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା RBI ଗଭର୍ଣ୍ଣର
ଆରବିଆଇ ଗଭର୍ଣ୍ଣର ଭାବେ ଏବେ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ କାର୍ଯ୍ୟ କରୁଛନ୍ତି। ତାଙ୍କ ସ୍ଥାନରେ ଆସନ୍ତା ୩ ବର୍ଷ ପାଇଁ ସଞ୍ଜୟ ଆରବିଆଇ ଗଭର୍ଣ୍ଣର ଭାବେ କାମ କରିବେ।
Guest Column
ଗୋପାଳପୁର-ଜୟପୁର କରିଡର ନେଇ ଚିନ୍ତା
ସଡ଼କ ପଥରେ ଗୋପାଳପୁର ବନ୍ଦରରୁ ଗଜପତି, ରାୟଗଡ଼ା ଦେଇ କୋରାପୁଟ ଜିଲ୍ଲାର ଜୟପୁର ପର୍ଯ୍ୟନ୍ତ ଅର୍ଥନୈତିକ କରିଡର୍ ଆବଶ୍ୟକତା ଥିଲେ ମଧ୍ୟ ଏହା ଗୋଟିଏ ନିର୍ଦ୍ଦିଷ୍ଟ କମ୍ପାନୀ ଦ୍ୱାରା ଯେଉଁ ଭାବରେ କରାଯାଉଛି ସେଥିରେ ଏହି ସବୁ ଅଞ୍ଚଳଗୁଡ଼ିକରେ ରହୁଥିବା ନିରୀହ ଜନସାଧାରଣ ଓ ବିଶେଷ ଭାବରେ ଆଦିବାସୀମାନଙ୍କ ଉପରେ ଏହାର କି ପ୍ରଭାବ ପଡ଼ିବ ତାହା ପ୍ରଥମେ ଆଲୋଚିତ ହେବା ଆବଶ୍ୟକ।