ସେବାକର ୧୨ରୁ ୧୪% କୁ ବୃଦ୍ଧି : ଜୁନ ପହିଲାରୁ ଲାଗୁ

ନୂଆଦିଲ୍ଲୀ:ସେବାକର ପରିମାଣ ୧୨ ରୁ ୧୪% କୁ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ ୧ ତାରିଖ ଠାରୁ ଏହି ବର୍ଦ୍ଧିତ ସେବାକର ଲାଗୁ ହେବ। ୨୦୧୫-୧୬ ଆର୍ଥିକ ବର୍ଷର ବଜେଟରେ ସେବାକର ବୃଦ୍ଧି ପାଇଁ ପ୍ରସ୍ତାବ ରହିଥିଲା। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହି ବର୍ଦ୍ଧିତ କର ବ୍ୟବସ୍ଥା ଲାଗୁ କରାଯିବାର ଥିଲା। ୨୦୧୫ ଆର୍ଥିକ ବିଲ ଇତି ମଧ୍ୟରେ ଗୃହୀତ ହୋଇସାରଥିବା ବେଳେ ଜୁନ ୧ ଠାରୁ ଏହି ବର୍ଦ୍ଧିତ କର ହାର ଲାଗୁ ହେବ […]

bda

bda

Rakesh Mallick
  • Published: Wednesday, 20 May 2015
  • Updated: 20 May 2015, 01:27 PM IST

ନୂଆଦିଲ୍ଲୀ:ସେବାକର ପରିମାଣ ୧୨ ରୁ ୧୪% କୁ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ ୧ ତାରିଖ ଠାରୁ ଏହି ବର୍ଦ୍ଧିତ ସେବାକର ଲାଗୁ ହେବ। ୨୦୧୫-୧୬ ଆର୍ଥିକ ବର୍ଷର ବଜେଟରେ ସେବାକର ବୃଦ୍ଧି ପାଇଁ ପ୍ରସ୍ତାବ ରହିଥିଲା। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହି ବର୍ଦ୍ଧିତ କର ବ୍ୟବସ୍ଥା ଲାଗୁ କରାଯିବାର ଥିଲା। ୨୦୧୫ ଆର୍ଥିକ ବିଲ ଇତି ମଧ୍ୟରେ ଗୃହୀତ ହୋଇସାରଥିବା ବେଳେ ଜୁନ ୧ ଠାରୁ ଏହି ବର୍ଦ୍ଧିତ କର ହାର ଲାଗୁ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଜୁନ ୧ ଠାରୁ ଶିକ୍ଷା ବର୍ଷ ଏବଂ ମାଧ୍ୟମିକ ଓ ଉଚ୍ଚ ଶିକ୍ଷାବର୍ଷ ବ୍ୟବସ୍ଥାର ଅବସାନ ଘଟିବ। କାରଣ ଏହି ଶିକ୍ଷାବର୍ଷକୁ ଏଣିକି ବର୍ଦ୍ଧିତ ସେବାକରରେ ସାମିଲ କରିଦିଆ ଯାଇଛି। ଏହା ବ୍ୟତୀତ ପ୍ରକାଶିତ ବିଜ୍ଞପ୍ତିରେ ଆଉ କେତେଗୁଡ଼ିଏ ପରିବର୍ତ୍ତନ ଅଣାଯାଇଥିବା ବିଷୟ ଉଲ୍ଲେଖ ରହିଛି। ତେବେ ସମସ୍ତ କିମ୍ୱା କେତେଗୁଡ଼ିଏ କରଯୁକ୍ତସେବା ଉପରେ ସ୍ୱଚ୍ଛ ଭାରତ ସେସନ କେଉଁ ଦିନଠାରୁ ଲାଗୁ କରାଯିବ ସେ ସଂପର୍କରେ ପରେ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯିବ ବୋଲି ସରକାର ସ୍ଥିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story